Browsing Category

ବିଦେଶ

ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପରେ ଲସ୍କରକୁ ବ୍ୟାନ କଲା ଇସ୍ରାଏଲ୍‌…

ନୂଆଦିଳ୍ଲୀ : ଦୀର୍ଘ ୧୫ ବର୍ଷ ହେଲା ଶୋଇ ରହିଥିବା ଇସ୍ରାଏଲର ନିଦ ଏବେ ଭାଙ୍ଗିଛି। ମୁମ୍ବାଇରେ ହମଲା କରିଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାକୁ ଶେଷରେ ବ୍ୟାନ କରିଛି ଇସ୍ରାଏଲ। ୨୦୦୮ ମସିହା ନଭେମ୍ବର ୨୬ରେ ଲସ୍କରର ୧୦ ଜଣ ସଦସ୍ୟ…

ଭାରତ ହାତରେ ପଡ଼ିଲା ପାକିସ୍ତାନର ଗୁପ୍ତ ବାର୍ତ୍ତା…

ନୂଆଦିଲ୍ଲୀ : ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ପାକିସ୍ତାନୀ ଦୂତାବାସ ଏବଂ ହାଇକମିସନଗୁଡ଼ିକୁ ପଠାଯାଇଥିବା ଏକ ସ୍ୱାକ୍ଷରିତ ଗୁପ୍ତ ବାର୍ତ୍ତାକୁ ଠାବ କରିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ…

ତୁର୍କୀରୁ ଭାରତ ଆସୁଥିବା ଜାହାଜ ହାଇଜ୍ୟାକ୍‌…

ହାଇଜ୍ୟାକ୍‌ ହେଲା ତୁର୍କୀରୁ ଭାରତ ଆସୁଥିବା ଜାହାଜ। ଭାରତ ଅଭିମୁଖେ ଯାତ୍ରା କରୁଥିବା ଏକ ମାଲବାହୀ ଜାହାଜକୁ ୟେମେନର ହାଉତି ବିଦ୍ରୋହୀମାନେ ଲୋହିତ ସାଗରରେ ଅପହରଣ କରି ନେଇଛନ୍ତି। ଏନେଇ ଇସ୍ରାଏଲ ଅଭିଯୋଗ କରିଛି। ଏହି ଜାହାଜରେ ବିଭିନ୍ନ ଦେଶରୁ ପ୍ରାୟ ୫୦ଜଣ କ୍ରୁ…

ଗାଜା ହସ୍ପିଟାଲରେ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା…

ଗାଜା ସହରରେ ଆତଙ୍କବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା। ସହରର ସବୁଠୁ ବଡ ହସ୍ପିଟାଲ କୁହାଯାଉଥିବା ଅଲ୍ ସିଫା କ୍ୟାମ୍ପସ୍ ପରିସରରେ ଏହି ସୁଡଙ୍ଗ ରହିଛି। ସ୍ୱତନ୍ତ୍ର ଅପରେସନ୍ ସମୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ସୁଡଙ୍ଗକୁ ଠାବ…

ପାକିସ୍ତାନକୁ ସୈନ୍ୟ ସହାୟତା ତୁରନ୍ତ ବନ୍ଦ କରାଯାଉ, ଆମେରିକା ସାଂସଦଙ୍କ ଅପିଲ୍‌…

ନୂଆଦିଲ୍ଲୀ: ପାକିସ୍ତାନକୁ ତୁରନ୍ତି ସୈନ୍ୟ ସହାୟତା ବନ୍ଦ କରାଯାଉ। ଏଭଳି କିଛି ଅପିଲ୍ କରି ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍‌ଙ୍କୁ ଚିଠି ଲେଖିଛନ୍ତି ଆମେରିକାର ୧୧ ସାଂସଦ। ସେମାନେ ପାକିସ୍ତାନର କାରନାମା ଏବଂ ରାଜନୀତିକ ଭବିଷ୍ୟତକୁ ନେଇ ଆଶଙ୍କା କରି ଏଭଳି…

ଜାବାଲିଆ ରିଲିଫ୍‌ ଶିବିରରେ ବୋମାମାଡ଼, ୫୦ ମୃତ…

ଗାଜା: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଯୁଦ୍ଧବିରତି ପାଇଁ ବିଭିନ୍ନ ରାଷ୍ଟ୍ର ଓ ଜାତିସଂଘର ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଚାଲିଛି। ଇସ୍ରାଏଲ ଆଜି ପୁଣି ଉତ୍ତରା ଗାଜାରେ ଜାତିସଂଘ ପରିଚାଳିତ ଜାବାଲିଆ ରିଲିଫ୍‌ ଶିବିର ଉପରେ…

ସାମିରିକ ଶକ୍ତି ବୃଦ୍ଧି କରିବା ଲକ୍ଷରେ ଚାଇନା, ବିଦେଶରେ ବଢାଇ ତାଲିଛି ବନ୍ଦର ନେଟ୍‌ୱର୍କ…

ନୂଆଦିଲ୍ଲୀ: ଚୀନ୍ ନିଜର ଅର୍ଥନୈତିକ ଶକ୍ତି ବୃଦ୍ଧି ତଥା ନିଜର ବିସ୍ତାର କ୍ଷମତାକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍‌ଓ୍ବର୍କ ଦ୍ରୁତ ଗତିରେ ନିର୍ମାଣ କରିଚାଲିଛି। ସମ୍ପ୍ରତି ରିପୋର୍ଟ ଅନୁଯାୟୀ ନୌସେନାର ଉପସ୍ଥିତି ଏହାର…

ନିକାରଗୁଆର ଶେନିସ୍ ପାଲାସିଓସ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୩…

ଘୋଷଣା ହେଲା ଚଳିତ ବର୍ଷର ମିସ୍ ୟୁନିଭର୍ସଙ୍କ ନାମ। ଏଥର ନିକାରଗୁଆର ଶେନିସ୍ ପାଲାସିଓସ ବନିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ। ମିସ୍ ୟୁନିଭର୍ସ ୨୦୨୩ ଟାଇଟଲ୍ ବିଜେତା ଭାବେ ଶେନିଶଙ୍କ ନାମ ଘୋଷଣା କରାଯାଇଛି। ପୂର୍ବତନ ବିଜେତା – ଆମେରିକାର ଆର୍ ବେନି ଗାବ୍ରିଏଲ…

ନକଲି ଭିଡ଼ିଓ ପ୍ରସ୍ତୁତିରେ ଏଆଇର ଦୁରୂପଯୋଗ ପରେ ଓପନଏଆଇରେ ଇସ୍ତଫା ଝଡ଼…

ନୂଆଦିଲ୍ଲୀ: ‘ଚାଟ୍‌ଜିପିଟି’ର ‘ସିଇଓ’ ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ ତା’ର ମୂଳ କମ୍ପାନି ‘ଓପେନ୍‌ଏଆଇ’ ଶୁକ୍ରବାର ଦିନ ବହିଷ୍କାର କରିବା ପରେ ଆଜି ‘ଓପେନ୍‌ଏଆଇ’ର ସହ-ସଂସ୍ଥାପକ ତଥା ଅଧ୍ୟକ୍ଷ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ଇସ୍ତଫା ଦେଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ…

ଅପହୃତ ମହିଳାଙ୍କ ମୃତଦେହ ଡାକ୍ତରଖାନା ସୁଡ଼ଙ୍ଗରୁ ଉଦ୍ଧାର…

ଜେରୁଜେଲମ: ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍‌ ଶିଫାରେ ଇସ୍ରାଏଲ ସେନାର ତଲାସୀ ଅଭିଯାନ ବ୍ୟାପକ ହୋଇଛି। ଅନ୍ୟପକ୍ଷରେ ଗତରାତିରେ ଆଇସିୟୁରେ ଥିବା ସମସ୍ତ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ହସ୍ପିଟାଲକୁ ବିଦ୍ୟୁତ, ପାଣି…