Browsing Category

ବିଦେଶ

ଭାରତକୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ସମ୍ପର୍କରେ ସମସ୍ତଙ୍କୁ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଖୋଲାଖୋଲି ଭାବେ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ପଡ଼ୋଶୀ ଦେଶ ଚନ୍ଦ୍ରରେ ପହଞ୍ଚି ସାରିଲେଣି କିନ୍ତୁ ପାକିସ୍ତାନ ମାଟିରୁ ଉଠି…

ଦାଉଦଙ୍କୁ ଦିଆଯାଇନି ବିଷ, ହସ୍ପିଟାଲ ନୁହେଁ ଘରେ ଚାଲିଛି ଚିକିତ୍ସା…

ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମ ଅସୁସ୍ଥ। ତାଙ୍କୁ ବିଷ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏପରିକି ତାଙ୍କୁ ପାକିସ୍ତାନ କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା ସୂଚନା ମିଳିଥିଲା। ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡିଛି। ଖୋଦ୍‌ ଦାଉଦଙ୍କ ଜଣେ ସମ୍ପର୍କୀୟ…

ବାଇଡେନଙ୍କ କାରକେଡକୁ ପିଟିଲା କାର୍‌; ବନ୍ଧା ହେଲେ ଡ୍ରାଇଭର…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡ ସହ ପିଟିହେଲା କାର୍‌ । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ଗତକାଲି ଏହି ଘଟଣା ଘଟିଛି । ବାଇଡେନଙ୍କ କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ…

ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧରୁ ନିସ୍ତାର ପାଇବ ନାହିଁ’ କହୁ କହୁ ସଂସଦରେ ଟଳିପ‌ଡ଼ିଲେ ତୁର୍କୀ ସାଂସଦ

ଅଙ୍କାରା: ମଙ୍ଗଳବାର ଦିନ ‘ଗ୍ରାଣ୍ଡ୍‌ ନ୍ୟାସ୍‌ନାଲ୍‌ ଆସେମ୍ବ୍‌ଲି’ରେ (ସଂସଦ) ଦେଉଥିବା ଭାଷଣ ଶେଷରେ ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧର ପରିଣାମ’ ଭୋଗିବ ବୋଲି କହିବା କ୍ଷଣି ସାଂସଦ ହସନ୍‌ ବିଟ୍‌ମେଜ୍‌ ଟଳିପଡ଼ିଥିବା କଥା ‘ବିବିସି’ ରିପୋର୍ଟ କରିଛି। ସଂସଦୀୟ…

ପୁଣି ଗାଜାରେ ବୋମା ମାଡ

କିଛି ଦିନର ଯୁଦ୍ଧ ବିରାମ ପରେ ପୁଣି ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି। ସୋମବାର ଇସ୍ରାଏଲ ଦକ୍ଷିଣ ଗାଜାର ମୁଖ୍ୟ ସହର ଉପରେ ଆଖିବୁଜା ବୋମା ମାଡ କରିଛି। ବନ୍ଧକ ଛାଡିବାର ଦାବି ପୂରଣ ନ ହେଲେ ଇସ୍ରାଏଲର କୌଣସି ବନ୍ଦୀ ଜୀବିତ ଫେରିବା…

୧୯୧ ବର୍ଷରେ ପଦାର୍ପଣ କଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’

ସେଣ୍ଟ୍‌ ହେଲେନା: ଚଳିତ ସପ୍ତାହରେ ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ଜୀବନ୍ତ ସ୍ଥଳଚର ପ୍ରାଣୀ ‘ଜନାଥନ୍‌’ ନାମକ ଗୋଟାଏ କଇଁଛ ୧୯୧ ବର୍ଷ ବୟସରେ ପଦାର୍ପଣ କରିଛି। ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ ଅନୁସାରେ, ଏହି ପ୍ରକାଣ୍ଡ କଇଁଛର ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲା।…

ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ: ପୁଟିନ

ପୁଣି ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଏବଂ ତାଙ୍କ କଠୋର ଆଭିମୁଖ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ…

ଲସ୍କର୍‌ ଆତଙ୍କବାଦୀ ହଞ୍ଜ୍‌ଲା ଆଦ୍‌ନାନ୍‌ କୁ ପାକିସ୍ତାନରେ ଗୁଳି କରି ହତ୍ୟା

ଟଳିଲା ଉଧମପୁର ଆତଙ୍କବାଦର ଆକ୍ରମଣର ମାଷ୍ଟର ମାଇଣ୍ଡ। ‘ଲସ୍କର୍‌-ଏ-ତୋଇବା’ର ଆତଙ୍କବାଦୀ ଆଦ୍‌ନାନା ଅହମ୍ମଦ ହଞ୍ଜଲାକୁ ପାକିସ୍ତାନର କରାଚୀରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ୨୦୧୫ରେ ଜମ୍ମୁ କଶ୍ମୀର ଉଧମପୁରରେ ସେନା ଗାଡ଼ି…

ଶାନ୍ତ ଓ ସୁଖୀ ଦିଶିବା ପାଇଁ ମୁକ୍ତ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦେଇଥିଲା ହମାସ୍‌: ଇସ୍ରାଏଲ୍‌

ଜେରୁଜେଲମ୍‌: ଶାନ୍ତ ଓ ସୁଖୀ ଦିଶିବା ପାଇଁ ଗାଜାରୁ ମୁକ୍ତ ପଣବନ୍ଦୀମାନଙ୍କୁ ହମାସ୍‌ ‘ଡ୍ରଗ୍‌’ ଦେଇଥିବା କଥା ମଙ୍ଗଳବାର ଦିନ ଜଣେ ଇସ୍ରାଏଲୀୟ ସରକାରୀ ଅଧିକାରୀ କହିଛନ୍ତି। ଇସ୍ରାଏଲୀୟ ଅଧିକାରୀଜଣକ କହିଛନ୍ତି, ହମାସ ଆତଙ୍କବାଦୀମାନେ ଧରି ନେଇଥିବା ପ୍ରାୟ…

ଆଗ୍ନେୟ ଉଦ୍‌ଗୀରଣ, ୧୧ ପର୍ବତାରୋହୀ ମୃତ…

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟ ଉଦ୍‌ଗୀରଣ ହୋଇଛି। ଏଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ପର୍ବତାରୋହୀ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଖୋଜି କରାଯାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ…