Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଖାଇବାତେଲ ପାଇଁ ଧାର୍ଯ୍ୟ ଷ୍ଟକ ଲିମିଟ୍ ସମୟସୀମା ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ଖାଇବା ତେଲର ଦରବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଗୁଡିକର ଜମାଖୋରୀକୁ ରୋକିବାକୁ କେତେକ ପଦକ୍ଷେପ ନେଇଛନ୍ତି । ଖାଇବା ତେଲ ଓ ତୈଳବୀଜ ପାଇଁ ଧାର୍ଯ୍ୟ ଷ୍ଟକ ଲିମିଟ୍ ସମୟସୀମାକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇଦିଆଯାଇଛି ।ଗତ ବର୍ଷ ଅକ୍ଟୋବର ମାସରେ କେନ୍ଦ୍ର ସରକାର!-->…
ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ…
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଦେଇଛନ୍ତି। କେବଳ ଏତିକି ନୁହେଁ, ଗୌତମ ଆଦାନୀ ମଧ୍ୟ ଦୁନିଆର ଦଶମ ଧନୀ ବ୍ୟକ୍ତି ହୋଇପାରିଛନ୍ତି।
!-->!-->!-->…
BUDGET2022 : ସଂସଦରେ ଅର୍ଥମନ୍ତ୍ରୀ କରୁଛନ୍ତି ବଜେଟ ଉପସ୍ଥାପନା, ଜାଣନ୍ତୁ ଏହାର ୧୦ଟି ଗୁରୁତ୍ୱ ତଥ୍ୟ…
BUDGET2022 : ୧-ଭାରତରେ ରାସାୟନିକ ମୁକ୍ତ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ BUDGET2022କରାଯିବ
୨-ଏହି ୟୁନିଅନ୍ ବଜେଟ୍ ଆସନ୍ତା ୨୫ ବର୍ଷର ‘ଅମୃତ କାଳ’ ଉପରେ ଅର୍ଥନୀତିର ମୂଳଦୁଆ ପକାଇବ ଏବଂ ଭାରତରେ ଏହା ୭୫ ରୁ ୧୦୦ ପର୍ଯ୍ୟନ୍ତ ମୂଳଦୁଆ ପକାଇବାକୁ ଚେଷ୍ଟା କରିବ।
୩-୧୪ ଟି!-->!-->!-->!-->!-->…
କେନ୍ଦ୍ରୀୟ ବଜେଟ୍ ରେ ରେଳବାଇକୁ ବଡ ଉପହାର : ୩ ବର୍ଷରେ ଚାଲିବ ୪୦୦ ନୂତନ ବନ୍ଦେ ଭାରତ ଟ୍ରେନ୍…
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ ତମ ବର୍ଷରେ ଅଛୁ। ଏହି ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଅଛି। ଏହି ସମୟରେ ସେ ରେଳବାଇ ପାଇଁ ଏକ ବଡ ଘୋଷଣା!-->…
ବଜେଟ୍ ଅପଡେଟ୍ : ୧୬୩ ଲକ୍ଷ ଚାଷୀଙ୍କ ଠାରୁ କ୍ରୟ କରାଯିବ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ‘ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍’ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରବି ୨୦୨୧-୨୨ ରେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ କ୍ରୟ କରାଯିବ। ଏହା ସହିତ!-->…