ଅକ୍ଟୋବରରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଅକ୍ଟୋବର ମାସରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି। ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି। ୨୦୨୩ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁଇଜୁଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଅବସରରେ

ହେଜବୁଲ୍ଲାର ମୁଖ୍ୟ ଶେଖ ହାସନ ନସ୍ରଲ୍ଲା ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ମୃତ

ନୂଆଦିଲ୍ଲୀ : ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ମୁଖ୍ୟ ଶେଖ ହାସନ ନସ୍ରଲ୍ଲା ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଦାବି କରାଯାଉଛି। ଶୁକ୍ରବାର ଇସ୍ରାଏଲ ସେନା ଲେବାନନର ରାଜଧାନୀ ବେରୁଟରେ ଥିବା ହେଜବୁଲ୍ଲାର ମୁଖ୍ୟାଳୟ ଉପରେ ବୋମା ମାଡ଼ କରିଥିଲା। ଏଥିରେ ହାସନ

ଇସ୍ରାଏଲ ପାଇଁ ଭାରତ ବନ୍ଧୁ, ଇରାନ ଅଭିଶାପ- ଜାତିସଂଘରେ ୨ଟି ମାନଚିତ୍ର ଦେଖାଇ ଏପରି କହିଲେ ନେତାନ୍ୟାହୁ

ନୂଆଦିଲ୍ଲୀ : ଇସ୍ରାଏଲ-ହେଜବୋଲ୍ଲା ଯୁଦ୍ଧ ଚାଲିଥିବାବେଳେ ଜାତିସଂଘରେ ଭାରତକୁ ଭୂୟସୀ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ ଜାତିସଂଘ ସାଧାରଣ ସଭା ବୈଠକରେ ପୋଡ଼ିୟମରେ ଛିଡ଼ା ହୋଇ ଦୁଇ ହାତରେ ୨ଟି ମାନଚିତ୍ର ଧରି ସମସ୍ତଙ୍କୁ ଦେଖାଇଥିଲେ। ଗୋଟିଏ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଲର୍ଟ, ଆକ୍ସନ ମୁଡ୍‌ରେ ପୁଲିସ

ମୁମ୍ବାଇ : ମୁମ୍ବାଇରେ ହୋଇପାରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଆକ୍ସନମୁଡ୍‌କୁ ଆସିଛି ପୁଲିସ। ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ

ଅର୍ଥ ମନ୍ତ୍ରୀଙ୍କ ନାଁରେ ରୁଜୁ ହେବ ମାମଲା, କୋର୍ଟ ଦେଲେ ଆଦେଶ

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା। ଏଥିନିମନ୍ତେ ବାଙ୍ଗାଲୁରର ଏକ କୋର୍ଟ ଦେଇଛନ୍ତି ଆଦେଶ । ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଭାବେ ଚାନ୍ଦା ଆଦାୟ ଅଭିଯୋଗରେ ଏହି ମାମଲା ରୁଜୁ ହେବ ।ଜନାଧିକାର ସଂଘର୍ଷ ସଙ୍ଗଠନ ପକ୍ଷରୁ ଏନେଇ ସୀତାରମଣ ଓ

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା, ₹୫୦୦ରେ ମିଳିବ ସିଲିଣ୍ଡର, ମହିଳାଙ୍କୁ ମାସକୁ ₹୨୦୦୦

ଚଣ୍ଡୀଗଡ଼ : ବିଧାନସଭା ନିର୍ବାଚନ ପାଇଁ ଆଜି ହରିୟାଣାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ଆଜି ଦଳ ପକ୍ଷରୁ ୪୦ ପୃଷ୍ଠା ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ୩୦୦ ୟୁନିଟ

ନେପାଳରେ ପ୍ରବଳ ବର୍ଷା; ୩୯ ମୃତ, ଏକାଧିକ ନିଖୋଜ

କାଠମାଣ୍ଡୁ : ନେପାଳରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ଏବଂ ଭୂସ୍ଖଳନ ଘଟି ୩୯ ଜଣଙ୍କର ମୃତ୍ୟୁ ଘଟିଲାଣି।ସୂଚନା ଅନୁସାରେ, ଗତକାଲି ନେପାଳର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ରାସ୍ତାଘାଟ ସବୁଠି ଜଳମଗ୍ନ

ବେକରେ ରସି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା…

ବାଲିଗୁଡ଼ା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା। ଜଣେ ୨୨ବର୍ଷର ଯୁବକ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।ଆତ୍ମହତ୍ୟା କରିଥିବା ଯୁବକ ହେଲେ ହରଣ ଦିଗାଳଙ୍କ ପୁଅ ସଞ୍ଚୁସ ଦିଗାଳ ବୋଲି

ବେହେଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଉମରକୋଟ / ବେହେଡ଼ା : ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା କ୍ଲଷ୍ଟରର ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡା ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ

ପୁଅ ନିଖୋଜ ଥିବା ନେଇ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗୁହାରି କଲା ବାପା

ଛତ୍ରପୁର : ରମ୍ଭା ଥାନା ଅନ୍ତର୍ଗତ ବେଲପଡା ଗ୍ରାମର କାଳିଆ ମହାଙ୍କୁଡଙ୍କ ପୁତ୍ର ସୁରେଶ ମହାଙ୍କୁଡ ନିଖୋଜ ଥିବା ନେଇ ଛତ୍ରପୁର ଜିଲ୍ଲା ଶ୍ରମଅଧିକାରୀଙ୍କୁ ସାକ୍ଷତ କରି ଗୁହାରି ଜଣାଇଛନ୍ତି ପରିବାର ବର୍ଗ । ଗତ ଦେଢ଼ବର୍ଷ ହେଲାଆମ୍ଭ ଗ୍ରାମର ସିମାଚଂଳ ମହାଙ୍କୁଡ ଓ ପତ୍ନୀ ଚନ୍ଦ୍ରମା