ବ୍ରହ୍ମାକୁମାରୀସ୍, ବ୍ରହ୍ମପୁର ସବଜୋନ ମୁଖ୍ୟ ସଞ୍ଚାଳିକା ମଞ୍ଜୁ ଦିଦିଜୀଙ୍କ ଅବ୍ୟକ୍ତ ପରଲୋକ…

ବ୍ରହ୍ମପୁର,: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ବ୍ରହ୍ମପୁର ସବଜୋନ ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଜୀଙ୍କ ଆଜି ବୁଧବାର ଅମୃତବେଳା ପ୍ରାତଃ ଘ.3.50ମି. ସମୟରେ 80 ବର୍ଷ ବୟସରେ ଅବ୍ୟକ୍ତ ଆରୋହଣ ଘଟିଛି । କିଛିଦିନ ଧରି ନିଃଶ୍ବାସ ପ୍ରଶ୍ବାସ…

ଦରବୃଦ୍ଧି ଯୋଗୁଁ ପରିବାର ହନ୍ତସନ୍ତ :ସରକାର ଓ ପ୍ରଶାସନ ମଧ୍ୟରେ ଦରବୃଦ୍ଧି କୁ ନେଇ ତାଳ ମେଳ ନାହିଁ….!

ବ୍ରହ୍ମପୁର: ନୂତନ ସରକାର ଆସିବା ପରେ ଡ଼ବଲ ଇଞ୍ଜିନର ଡବଲ ଝଟକା।ଖାଉଟି ବିଚରା ଧର୍ମକୁ ଆଦରି ଚୁପଚାପ ଖାଦ୍ୟ ସାମଗ୍ରୀ ନିଜର ଆମଦାନୀ ଦେଖି ଖରିଦ କରୁଛି। ଗତ ଜୁଲାଇ ମାସ ଠାରୁ ପ୍ରଥମେ ଆଳୁର ପାଳି ପଡ଼ି ୪୦ ଟଙ୍କା ରେ ବିକ୍ରି ହେଲା।ଏବେ ବଜାରରେ ଆଳୁ କିଲେ ପରିବା କିଲେ ଶହେ ଟଙ୍କାରେ…

ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

ଛତ୍ରପୁର : ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା l ଧରାବତରଣ କରିଛନ୍ତି ମା ଗଜଲକ୍ଷ୍ମୀ l ମା ଗଜଲକ୍ଷ୍ମଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ l ଆଉ ସେଥିରୁ ବାଦ ପଡିନି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର l ଛତ୍ରପୁର ସହର ଲୋଏର ବସଷ୍ଟାଣ୍ଡ ରେ ଥିବା ଲକ୍ଷ୍ମୀ…

କନ୍ଧମାଳ ଜିଲ୍ଲା ମଣ୍ଡଳ କାରାଗାରରେ ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା

କନ୍ଧମାଳ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଫୁଲବାଣୀ ମଣ୍ଡଳ କାରାଗାର ପରିସର ମଧ୍ୟରେ କାରାଗାର ଅନ୍ତେବାସୀଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷାର ଆୟୋଜନ କରାଯାଇଥିଲା। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତର ବିଜୟ କୃଷ୍ଣ ମିଶ୍ର, ଡାକ୍ତର ଅରବିନ୍ଦ ଦାସ,…

ବାପାର ଛୁରା ମାଡରେ ଏକ ୫ ବର୍ଷର ଶିଶୁକନ୍ୟା ମୃତ

ଚିତ୍ରକୋଣ୍ଡା : ବାପାର ଛୁରା ମାଡରେ ଏକ ୫ ବର୍ଷର ଶିଶୁକନ୍ୟା ମୃତ । ଏହିଭଳି ଏକ ଅମାନବୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତର ଆର୍.ଏସ୍.ସି ୧୪ ଗ୍ରାମରେ । ମୃତ ଶିଶୁ କନ୍ୟା ବ୍ଲେସି ରାଣୀ ଭତ୍ରା ର ଅଭିଯୁକ୍ତ ବାପା ସଞ୍ଜୀବ କୁମାର ଭତ୍ରI…

ପିଶାଚ ସ୍ଵାମୀର ଜଘନ୍ୟ କାଣ୍ଡ , ସ୍ତ୍ରୀର ଗଳାକାଟି ହତ୍ୟା ଉଦ୍ୟମ

କାଲିମେଳା (୧୬/୧୦) : ଘରୋଇ କଳିରୁ ପିଶାଚ ସ୍ବାମୀର ଜଘନ୍ୟ କାଣ୍ଡ । ସ୍ତ୍ରୀ କୁ ହତ୍ୟା ଉଦ୍ୟମ କରି ଗଳା କାଟିଲା ନୃଶଂସ ସ୍ଵାମୀ । ଏପରି ଏକ ଅମାନୁଷିକ କାଣ୍ଡ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ଗାଁରେ ଘଟିଛି । ଘରୋଇ କଳି କାରଣରୁ ପିଶାଚ ସ୍ଵାମୀ ବିଭାସ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ ପାଳନ କଲା ହିଞ୍ଜିଳି ବିଜେଡି

ହିଞ୍ଜିଳିକାଟୁ ୧୬/୧୦ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ପାବନ ଶ୍ରୀକ୍ଷେତ୍ରଠାରେ ବିଜୁ ଜନତା ଦଳ ତରଫରୁ ବିଜେଡି ସୁପ୍ରିମୋ ତଥା ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ୭୯ ତମ ଶୁଭ ଜନ୍ମଦିନ ଅବସରରେ ହିଞ୍ଜିଳିକାଟୁ…

୨ ଜୁଆ ଆଡ୍ଡା ଉପରେ ଚଢ଼ାଉ : ୧୦ ଜୁଆଡି ଗିରଫ, ୪୧ ହଜାର ଟଙ୍କା ଜବତ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାରେ ପାର୍ବଣ ସମୟରେ ବିଭିନ୍ନ ସ୍ଥାନରେ ଜୁଆ ଖେଳର ଆସର ଜମୁଛି। ପୁଲିସ ନଜର ସତ୍ତ୍ବେ ଜୁଆଡି ମାନେ ଲୁଚାଛପାରେ ଜୁଆଖେଳର ଆସର ଜମାଉଥିବା ଦେଖିବାକୁ ମିଳିଛି। ଚଳିତ ପାର୍ବଣ ଋତୁରେ ହିଞ୍ଜିଳି ଥାନା ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ ଜୁଆ ଆଡ୍ଡା…

ବେଦାନ୍ତ କମ୍ପାନୀର ବିଷାକ୍ତ ଲାଲ୍ ଆତଙ୍କ ଓ ପରିବେଶୀୟ ପାପ : ସେବା ଭାରତୀ

ରାୟଗଡା : ରାୟଗଡା ଜିଲ୍ଲା ସୀମା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀର ନାଲି କାଦୁଅ ପାଣିର ବିଷାକ୍ତ ଲାଲ୍ ଆତଙ୍କ ଘଟଣା ଓଡିଶାରେ ହଇଚଇ ସୃଷ୍ଟି କରିଦେଇଥିଲା | ସୂଚନା ଅନୁସାରେ କମ୍ପାନୀର ଲାଲ କାଦୁଅ ପୋଖରୀ(୩୨୭.୬୨ ଏକର ସହିତ ପୋଖରୀ ବନ୍ଧ,…

କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଦ୍ଵାରା ରିଲିଫ ସାମଗ୍ରୀ ବଣ୍ଟନ

ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ଉର୍ମାଗଡ଼ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡକ୍ରସ ସଂସ୍ଥା,ଭୁବନେଶ୍ୱର ଦ୍ୱାରା ପ୍ରଦତ୍ତ ରିଲିଫ ସାମଗ୍ରୀ ସମାଜର ଗରିବ, ନିଷ୍ପେସିତ, ଭିନ୍ନକ୍ଷମ ତଥା ଦାରିଦ୍ର ସୀମା ରେଖା ତଳେ ଥିବା ପରିବାର ଗୁଡିକୁ ବଣ୍ଟନ…