ଦୁର୍ଗାପୂଜା ବିସର୍ଜନକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ପରିସରରେ ଆଜି ଦୁର୍ଗା ପୂଜା ଉପଲକ୍ଷେ ବିସର୍ଜନକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତିଙ୍କ ତତତ୍ଵାବଧାନରେ ଆୟୋଜିତ ହୋଇଥିଲା | ରାଏବଗା ଅଞ୍ଚଳର ବୁଦ୍ଧିଜୀବୀ…

ନାମୀଦାମୀ ବିଶୁଦ୍ଧ ପାଣି କମ୍ପାନୀ ବ୍ୟାରେଲ ପାଣି ଭିତରେ ଜିଅନ୍ତା ପୋକ !

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଭିନ୍ନ ସ୍ଥାନରେ ବିକ୍ରୀୟ ହେଉଛି ଅନେକ ନାମୀଦାମୀ ବ୍ରାଣ୍ଡର ପାନୀୟ ଜଳ ବୋତଲ, ପାଣି ବେରେଲ l ଅନେକ ସମୟରେ ଏହି ବୋତଲ ଥିବା ପାଣିର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏହି କ୍ରମରେ ମାଲକାନଗିରି ଜିଲ୍ଲା ଜିଲ୍ଲାପାଳ କାର୍ଯ୍ୟଳୟର…

ମାଲକାନଗିରି ଜିଲ୍ଲାରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ନୂତନ ଶାଖାର ଉଦଘାଟିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ନୂତନ ଇଣ୍ଡିଆନ ଓଭର ସିଜ ବ୍ୟାଙ୍କ ଶାଖାର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶାଖା ପରିଚାଳକ ଆଶିଷ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରିଜୋନାଲ ଚିଫ ମ୍ୟାନେଜର ରତିକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ରୋଟରି କ୍ଲବ,ଫୁଲବାଣୀ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି । ପ୍ରଥମେ ଉକ୍ରଳମଣୀ ଗୋପବନ୍ଧୁ…

ରାୟଗଡ଼ା ବନଖଣ୍ଡ ପକ୍ଷରୁ ୭୦ ତମ ବନଖଣ୍ଡସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ରାୟଗଡ଼ା : ରାୟଗଡ଼ା ସ୍ଥିତ ଫରେଷ୍ଟ ପାର୍କ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି।‌ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲା ସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ…

ଷଷ୍ଠତମ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ

ଏକ ମନ ବିଚାରଧାରାରେ କାର୍ଯ୍ୟକଲେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସମ୍ଭବପର- ବାଣିଜ୍ୟ ଓ ପରିବହନ ମନ୍ତ୍ରୀଛତ୍ରପୁର : ଗଞ୍ଜାମ ଜିଲ୍ଲା ପରିଷଦର ଷଷ୍ଠ ତମ ବୈଠକ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ…

ଚିତ୍ରକୋଣ୍ଡାର ବାଲିମେଳା ଡ୍ୟାମରେ ନିର୍ଭର କରି ବଞ୍ଚୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ସରକାର ଦେଲେ ବଡ଼ ଉପହାର

ମତ୍ସ୍ୟଜୀବୀ ଙ୍କ ପାଈଁ ଡଙ୍ଗା, ଲାଇଫ ଜ୍ୟାକେଟ , ଜାଲ ପ୍ରଦାନ ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ବାଲିମେଳା ଡ୍ୟାମରେ ମାଛ ଧରି ସହ ସହ ପରିବାର ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଏହି ମତ୍ସ୍ୟଜୀବୀ ମାନଙ୍କବିକାଶ ପାଇଁ ରାଜ୍ୟ ସରକାର ନେଉଛନ୍ତି…

ଭଞ୍ଜନଗର ଆହାର କେନ୍ଦ୍ରରେ ଲୋକଙ୍କୁ ମିଳୁନାହିଁ ଆହାର…

ଭଞ୍ଜନଗର: ଭଞ୍ଜନଗର ଆହାର କେନ୍ଦ୍ରରେ ଲୋକଙ୍କୁ ଖାଇବାକୁ ମିଳୁନାହିଁ। ଏହି ଆହାର କେନ୍ଦ୍ରରେ ୫୦୦ ଜଣଙ୍କ ପାଇଁ ଖାଇବାର ବ୍ୟବସ୍ଥା ରହିଛି। କିନ୍ତୁ ରବିବାର ଛାଡ଼ି ଦେଲେ ସବୁଦିନେ ଏଠାରେ ପଞ୍ଚଶହରୁ ଅଧିକ ଲୋକ ଖାଇବାକୁ ଆସିଥାନ୍ତି ଯାହାଦ୍ୱାରା ଲୋକମାନେ ନଖାଇ ଫେରିଥାନ୍ତି। ସୂଚନା ଥାଉକି…

ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ

ବିଏମସି କତୃପକ୍ଷଙ୍କ ଉପରେ ବିଗିଡ଼ିଲେ ଗୋପବନ୍ଧୁ ପ୍ରେମୀ ବ୍ରହ୍ମପୁର : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସମାଜ ସଂସ୍କାରକ, ରାଜନୈତିକ କର୍ମୀ, ସାମ୍ବାଦିକ, କବି, ସାହିତ୍ୟିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ…

ଭଦ୍ରକରୁ ହଟିଲା ୧୬୩ ଧାରା

ଭଦ୍ରକ : ଭଦ୍ରକରୁ ହଟିଛି ଧାରା ୧୬୩। ଧାମନଗର ଏନଏସି ଓ ଧୋବଲ ସହ ଆଖପାଖ ଅଞ୍ଚଳରୁ କଟକଣା ହଟିବା ନେଇ ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ମାସ ୨୭ ତାରିଖରୁ ଏହି ସ୍ଥାନରେ ୧୬୩ ଧାରା ଜାରି କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୁଣା ବଜାର ଅଞ୍ଚଳ ଓ ଧାମନଗର ଦୋବୋଲରେ ୧୬୩ଧାରା…