ପ୍ରଧାନ ବିଚାରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜା: ମନମୋହନଙ୍କ ଇଫତାର ପାର୍ଟି ଫଟୋ ଜାରି କଲା ବିଜେପି

ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ପରେ ଏହାକୁ ନେଇ ବିବାଦ ଦେଖାଇଛନ୍ତି। ଏହା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ତେବେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ଏପରି କାର୍ଯ୍ୟକ୍ରମକୁ

ରାଷ୍ଟ୍ରୀୟ ଶିଳ୍ପକୁ ଘରୋଇ ମାଲିକାନା ହାତକୁ ବିକ୍ରି କରିଦେବା ବିକାଶ ନୁହଁ : ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ମୁଖ୍ୟ ବାଣିଜ୍ୟ କାରବାର କେନ୍ଦ୍ର ଗୋପାଳପୁର ବନ୍ଦରକୁ ବର୍ତମାନର ବିଜେପି ସରକାର ଅଦାନୀ କମ୍ପାନୀ ହାତକୁ ଟେକିଦେବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ନିନ୍ଦା କରିଛି l ଲୁହାପଥର, କୋଇଲା, ଚୂନପଥର ଓ ଆଲୁମିନା ପରିବହନ କରୁଥିବା ଗୋପାଳପୁର ପୋର୍ଟ ଦେଶର

ସାନରାମଚନ୍ଦ୍ରପୁର ସରପପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଂଚାୟତ ସରପଂଚ ମନୋଜ ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ନାଏବ ସରପଂଚଙ୍କ ସମେତ ୧୬ ଜଣ ୱାର୍ଡ ସଭ୍ୟ/ସଭ୍ୟା । ଏନେଇ ଗୁରୁବାର ଅପରାହ୍ନରେ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କୁ ଭେଟି ସେମାନେ

ଜଙ୍ଗଲ ପାଲଟିଛି ଗଞ୍ଜେଇ ବେପାରୀଙ୍କ ନିରାପଦ ସ୍ଥାନ : ପାଟ୍ରୋଲିଂ ବେଳେ ୪ ବସ୍ତା ଗଞ୍ଜେଇ ଜବତ କଲା ପୋଲିସ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡ଼ିକିଆ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୋଲିସ ଜବତ କରିଛି। ଗଞ୍ଜେଇର ଓଜନ ୧୩୫ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି।

ଛତ୍ରପୁର ସିଭିଲ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆସନ୍ତା ୧୪ ତାରିଖ ଦିନ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ସହିତ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥର

ସୀତାରାମ ୟେଚୁରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ

ଆସିକା ବିଧାୟକ ଙ୍କ ବୟାନ ବାଜୀ ପରେ ମେଳି ବାନ୍ଧିଲେ ସରପଞ୍ଚ : ବିଧାୟକ ଙ୍କ ଅଡୁଆ ବଢିଲା…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ କିଛି ଦିନ ହେଲା ଚର୍ଚ୍ଚା ରେ ରହିଆସିଛି। ଆସିକା ବିଧାୟକ ବାଲି ବ୍ୟବସାୟୀ ଙ୍କୁ ମାସି ଆରି ବଟି ମାଗିବା ବାର୍ତ୍ତାଳପ ର ଅଡିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହି ଅଡିଓ ଭାଇରଲ କୁ ନେଇ ତୁମ୍ବି ତୋଫାନ

ଆସିକା ବିଧାୟକ ଙ୍କ ବଢିଲା ଅଡୁଆ :ତଦନ୍ତ ଦାୟିତ୍ୱ ଏବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ…

ବାଲୁଘାଟ ଗୁତା ଧାରିଙ୍କୁ ବଟି ମାଗିବା ଏବେ ରୋଚକ ମୋଡ଼ ରେ.. ଭୁବନେଶ୍ୱର:୧୨-୯ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡିଓ ଭାଇରଲ ର ତଦନ୍ତ ଭାର ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସ.ପି ଙ୍କ ହାତକୁ ଆସିଛି। ଗତ କିଛି ଦିନ ପୂର୍ବେ ଆସିକା ବିଧାୟକ ଦୁଇ ଜଣ ବାଲି ବ୍ୟବସାୟୀ ମାନଙ୍କୁ

ବାଲି ବ୍ୟବସାୟ କୁ ନେଇ ଗଞ୍ଜାମ ଜିଲ୍ଲାରେ ଗୋଷ୍ଟି କନ୍ଦଳ ବଢୁଛି:ମୁଣ୍ଡ ଗଡ଼ିବା ସମ୍ଭାବନା ଅନେକ..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି ମାଫିଆ ମାନେ ବିଭିନ୍ନ ଗୋଷ୍ଟି ରେ ସାମିଲ ହୋଇ ନିଜ ନିଜର ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଲେଣି। ଏବେ ଗଞ୍ଜାମ ଜିଲ୍ଲାରେ ବାଲି ବ୍ୟବସାୟ ରେ ମାତ୍ରାଧିକ ଲାଭ ହେଉଛି। ଏହି ବ୍ୟବସାୟ ରେ ନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ

ବଟି ମାଗିବା ଅଡ଼ିଓ ଭାଇରଲ ହେଲା ପରେ ବି ସୁଧରୀ ନାହାନ୍ତି ବିଧାୟକ…!

ନିଆଁରେ ଘିଅ ଢ଼ାଳିଲେ ପୁଣି ବିଧାୟକ…..! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକଙ୍କ ଅଡିଓ ଭାଇରଲ ହେବା ପରେ ସେ ନିଜେ ହରଡ଼ଘଣା ରେ ପଡ଼ିଥିବା ଚର୍ଚ୍ଚା ହେବା ବନ୍ଦ ହୋଇନାହିଁ। ହେଲେ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ଦାବୀ ହେବା ଥମି ନାହିଁ। ସେ ବର୍ତ୍ତମାନ ଶହେ