ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଛତ୍ରପୁର : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ରବିବାର ଛତ୍ରପୁର ସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରସିଂହ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଚିକିଟୀରେ ସୁଭଦ୍ରା ସଚେତନା ରାଲି

ଚିକିଟୀ : ଗଞ୍ଜାମ ଜ଼ିଲ୍ଲା ଏହି ବ୍ଲକରେ ଆଜି ପୂର୍ବାହ୍ନରେ ସୁଭଦ୍ରା ସଚେତନା ରାଲି ର ଆୟୋଜନ କରାଯଇଥିଲା। ଏହି ରାଲିର ମଙ୍ଗ ଧରିଥିଲେ ସମ୍ମାନିତ ମହିଳା ଓ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହି। ପ୍ରଥମେ ଏହି ଯୋଜନାର ସମସ୍ତ ସୁଫଳ ଓ ଶ୍ରେୟ ମହିଳା ମାନଙ୍କୁ ଆଗକୁ

ଡିଜେ ପାଇଁ ଥାନା ଅଘଟଣ : ଉତ୍ୟକ୍ତ ଲୋକଙ୍କ ଥାନା ସମ୍ମୁଖରେ ହଟ୍ଟଗୋଳ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଥାନାରେ ଶନିବାର ଗଣେଶ ଭସାଣି ରେ ଅଘଟଣ ଘଟିଛି। ଥାନା ସମ୍ମୁଖରେ କିଛି ବ୍ୟକ୍ତି ହଟ୍ଟଗୋଳ ଓ ପୋଲିସ ବିରୋଧରେ ପାଟିତୁଣ୍ଡ କରୁଥିବା ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମଗୁଡିକରେ ପ୍ରଚାରିତ ହେଉଛି। କିଛି ବ୍ୟକ୍ତି

ଗଜାନନଙ୍କ ଭଷାଣୀ ସମାରୋହ : ମେଡ଼ିକାଲ ପରିସରରେ ଫୁଟିଲା ବାଣ, ବାଜିଲା ଡିଜେ

ହିଞ୍ଜିଳିକାଟୁ : ମେଡିକାଲ ପରିସରରେ ଉଚ୍ଚ ଶବ୍ଦ କରିବା ସକାଶେ କଡା ନିୟମ ରହିଛି । ହେଲେ ସମସ୍ତ ନିତି ନିୟମକୁ ଉଲଙ୍ଘନ କରିଛନ୍ତି ଖୋଦ୍ ମେଡିକାଲ କର୍ମଚାରୀ। ଏଭଳି ଏକ ଘଟଣା ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଗତ ୭ ତାରିଖରେ ହିଞ୍ଜିଳିକାଟୁ

ଫୁଲବାଣୀରେ ଅତିବଡ଼ି ଜଗନ୍ନାଥ ଜୟନ୍ତୀ ପାଳିତ

ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶାର କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଓ ବାର୍ଷିକ ଉତ୍ସବ ସ୍ଥାନୀୟ ମୋହନଦାସ କରମଚନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀ ପରିସରରେ ଏମ କେ ଏସ ପି ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟକ ଭାବେ କନ୍ଧମାଳର

ପୁରୀ ଶ୍ରୀନହରରେ ପବିତ୍ର ସୁନିଆଁ ଉତ୍ସବ: ଗଜପତି ମହାରାଜାଙ୍କର ୧୪୩୨ ସାଲ ଓ ୬୮ ଅଙ୍କର ପ୍ରବେଶ

ପୁରୀ: ଭାଦ୍ରବ ମାସ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି। ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ୱିପ୍ରହର ଧୂପ ପରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ତେବେ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ

ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଗଭୀର ଅବପାତ । ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି। ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରୁଛି। ଗଭୀର ଅବପାତ ଭାବେ ଏହାର ତୀବ୍ରତା

ରାହୁଲ ଗାନ୍ଧିଙ୍କୁ ଦେଶର ୧ନଂ ଆତଙ୍କବାଦୀ କହିଲେ କେନ୍ଦ୍ରମନ୍ତ୍ରୀ

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶିଖମାନଙ୍କ ଉପରେ ଦେଇଥିବା ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂହ ବିଟ୍ଟୁ। ସେ ରାହୁଲ ଗାନ୍ଧିଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ କହିଛନ୍ତି। ଏଥିସହ ରାହୁଲ ଗାନ୍ଧି ଭାରତୀୟ ନୁହନ୍ତି ବୋଲି ସେ ମତ

ଢାବା ମାଲିକଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିଡିଆ ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି। ଜଣେ ଢାବା ମାଲିକଙ୍କ ଉପରେ ଉପରେ ଟ୍ରକ୍ ମାଡ଼ିଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀବତ୍ସ ସାହୁ। ଗତକାଲି ବିଳମ୍ବିତ ରାତିରେ ଶ୍ରୀବତ୍ସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା

ଜେଲରୁ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୨ ଦିନ ଭିତରେ ଇସ୍ତଫା ଦେବେ। ଆଜି କେଜ୍ରିୱାଲ ଏପରି ଘୋଷଣା କରିବା ପରେ ବିଜେପି ସାଂଘାତିକ କଥା କହିଛି। ଦଳ ଏପରି ଘୋଷଣାକୁ ସମାଲୋଚନା କରିବା ସହ ଆପ୍‌ରେ ବିବାଦ ଚାଲିଛି ଓ ଏହାକୁ ମୁଖିଆ କେଜ୍ରିୱାଲ ନିୟନ୍ତ୍ରଣ