ବିଶ୍ଵବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ପାଳିତ : ଉତ୍ସବମୁଖର ବାଲିଗୁଡା ସହର

ବାଲିଗୁଡା : ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ଛୋଟ ବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା

ଧରାବତରଣ କଲେ ଦେବଶିଳ୍ପୀ ବିଶ୍ୱକର୍ମା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହର ବରାହୀ ପାହାଡ ପାଦଦେଶରେ ପ୍ରତିଷ୍ଠିତ ସର୍ବପୁରାତନ ବିଶ୍ୱକର୍ମା ମନ୍ଦିରରେ ବଢେଇକୂଳ ପକ୍ଷରୁ ଶନିବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରେ ରୀତିନୀତି ଅନୁଯାୟୀ ଯଜ୍ଞୋପବିତ ଧାରଣ ଓ ପୁର୍ଣ୍ଣାହୁତି

ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଗଭୀର ଅବପାତ ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗ ଏବଂ ଝାଡ଼ଖଣ୍ଡକୁ ଗତି କରିବ । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ୨୪

ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କ ଭାଦ୍ର ପରିକ୍ରମା ଉଦଯାପନୀ ଉତ୍ସବ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ସଦର ଗତକାଲି ଭାଦ୍ରବ ମାସର ୩୦ ରିଖ ତଥା ଇଂରାଜୀ ତା ୧୫/୦୯/୨୦୨୪ ରିଖ ରବିବାର ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ତପନ କଲ୍ୟାଣ ମଣ୍ଡପ ଠାରେ (ରାଇଘର) ସତସଙ୍ଗ ଭାଦ୍ର ପରିକ୍ରମାର ଉଦଯାପନୀ ଉତ୍ସବ ଏକ ଭବ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁ: ଦୋଷୀକୁ ୨୪ ଘଣ୍ଟା ଭିତରେ ହେପାଜତ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ହାଟବରଡିହ ଗାଁର ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ । ଦୋଷୀକୁ ୨୪ ଘଣ୍ଟା ଭିତରେ ପୋଲିସ ହେପାଜତକୁ ନେଇ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ। ସୂଚନା ଅନୁସାରେ ଖୋର୍ଦ୍ଧା ରେଳ ଡିଭିଜନ

ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲେ ପୂର୍ବତନ ପ୍ରିନ୍ସିପାଲ

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ଆଉ ଏକ ସତ ସାମ୍ନାକୁ ଆସିଛି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସିବିଆଇ କହିଛି। କଲିକତା ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ

ମଇଁଷି ଚରାଉଥିବା ବେଳେ ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର

ଆଳି : ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ । ମଇଁଷି ଚରାଉଥିବା ବେଳେ ଜଣକୁ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତି ଜଣକ ଆଳି ଥାନା ଇଚ୍ଛାପୁର ଗାଁର ଅଜାମ୍ବର ନାୟକ । ଖରସୁଆ ନଦୀ କୂଳରେ ମଇଁଷି ଚରାଇବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି

ଏଥର ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକୀ ପରୀକ୍ଷା ଆୟୋଜନ କରିବ ନାହିଁ। ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ତଥା ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ

ବିଜେପି କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ ଅନୀଲ ବିଜ

ଯଦି ହରିଆଣାରେ ବିଜେପି ପୁଣି କ୍ଷମତାକୁ ଆସିବ, ତା’ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ ଦଳର ବରିଷ୍ଠ ନେତା ଅନୀଲ ବିଜ। ସେ ଗତକାଲି ଏ କଥା କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ହରିଆଣା ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନାୟବ

ବିଦେଶୀ ମଦ ଦୋକାନରେ ଚଢ଼ାଉ, ଭଙ୍ଗା ଗଲା ହଜାର ହଜାର ଲିଟର ଅପମିଶ୍ରିତ ମଦ

ଭୁବନେଶ୍ବର : ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗ ଚଢ଼ାଉ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ ଥିବା ଏକ ମଦ ଦୋକାନରେ ଚଢଉ କରିଛି ଅବକାରୀ ବିଭାଗ । JCB ମେସିନ ସାହାଯ୍ୟରେ ଭଙ୍ଗା ଗଲା ହଜାର ହଜାର ଲିଟର ମଦ ବୋତଲ। ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ବିଦେଶୀ ମଦରେ ପାଣି ମିଶାଇ