ଛାତ୍ର ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୋହନଙ୍କୁ ହେମନ୍ତଙ୍କ ଅନୁରୋଧ

ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଝାଡ଼ଖଣ୍ଡ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସୋଶାଲ ମିଡିଆ ‘ଏକ୍ସ’ରେ ଏନେଇ ଟ୍ୱିଟ୍‌ କରି ସେ

ରାଜ୍ୟରେ ୬ ହଜାର ମୁହାଁ ଡେଙ୍ଗୁ ସଂକ୍ରମଣ, ୨୪ ଘଣ୍ଟାରେ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ବିସ୍ତାର କରିଛି ଡେଙ୍ଗୁ ଜ୍ବର । ଯାହାକୁ ନେଇ ଭୟବୀତ ଅଛନ୍ତି ଲୋକେ । ବର୍ତ୍ତମାନ ସୁଦ୍ଧା ୬ ହଜାର ଛୁଇଁଛି ରୋଗୀଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ରାଜ୍ୟରେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍‌ର ଅଭାବ ଦେଖା ଦେଇଛି । ପୁଣି ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି

ଉତ୍ତର ଓଡ଼ିଶାର ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିସନର

ଭୁବନେଶ୍ବର: ଉନ୍ନୟନ କମିସନର ଅନୁ ଗର୍ଗ ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ବର ଜିଲ୍ଲା ତଥା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ସଦ୍ୟତମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା

ମେଜରଙ୍କ ବାନ୍ଧବୀଙ୍କୁ ଜାମିନ, ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ହୋଇଥିଲେ ଗିରଫ

କଟକ: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ l ଗତକାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ପାଇଁ ନିର୍ଦ୍ଦେଶ କରିଥିଲେ କୋର୍ଟ l ଆଜି ମାମଲାର ଶୁଣାଣି କରି ଯୁବତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ l ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଉକ୍ତ ଯୁବତୀଙ୍କୁ ଗିରଫ

ମୁଖ୍ୟମନ୍ତ୍ରୀ ଭାବେ ୨୧ ରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଟେମ୍ବର ୨୧ ତାରିଖରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ (ଆତିଶୀ ମାର୍ଲେନ ସିଂହ)। କାରଣ ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସକ୍ସେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଆତିଶୀଙ୍କ ଶପଥ ଗ୍ରହଣ ପାଇଁ ଏହି ତାରିଖ

ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କଲେ ପରିବାର

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତରେ ଏକ ସ୍ପର୍ଶକାତର ଘଟଣା ଘଟିଛି। ଗ୍ରାମ ଉପକଣ୍ଠରେ ଥିବା ଏକ ଟାୱାର ତଳୁ ଜଣେ ୧୦ ବର୍ଷୀୟା ନାବାଳିକାଙ୍କ ଶବ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ

ବାଲେଶ୍ବର ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର: ଆଜି ଆକାଶ ମାର୍ଗରୁ ବାଲେଶ୍ବର ଜିଲ୍ଲାର ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ ପରେ ସେଠାକାର ସ୍ଥିତି ଉଦବେଗ ଜନକ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲଘୁଚାପ ଜନିତ ବର୍ଷା କରାଣରୁ ୩ଟି ନଦୀରେ ଜଳସ୍ତର ବଢ଼ିଛି । ଫଳରେ ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶି

ଚନ୍ଦ୍ରାୟନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ୨୧୦୪ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କ୍ୟାବିନେଟ ଚନ୍ଦ୍ରାୟନ-୪ ମିଶନକୁ ସବୁଜ ସଂକେତ ଦେଇଛନ୍ତି | କେନ୍ଦ୍ର କ୍ୟାବିନେଟ ଏହାକୁ ମଂଜୁର କରିଥିବାବେଳେ ଚନ୍ଦ୍ରାୟନ-୪ ମିଶନ ଅଧୀନରେ ଚନ୍ଦ୍ରରେ ଅବତରଣ କରିବା, ନମୁନା ସଂଗ୍ରହ

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ଆକ୍ରମଣ ଘଟଣା, ଏମ୍ସ ହସ୍ପିଟାଲରେ ଭେଟିଲା ବିଜେଡିର ୫ ଜଣିଆ ପ୍ରତିନିଧି ଦଳ

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲା BJD ଟିମ୍ । ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣା । ଏମ୍ସ ହସ୍ପିଟାଲରେ ଆହତ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡିର ୫ ଜଣିଆ ପ୍ରତିନିଧି ଦଳ । ସେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ନାହାନ୍ତି । ଶରୀରରେ ଅନେକ ସ୍ଥାନରେ

ସୁଭଦ୍ରା ଯୋଜନା: ୨ ହଜାର ଆବେଦନ ଖାରଜ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ଅଧୀନରେ ଆବେଦନ କରିଥିବା ୨ ହଜାର ମହିଳାଙ୍କ ଆବେଦନ ପତ୍ର ଖାରଜ କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ତେବେ ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ ବୋଲି କହିଛନ୍ତି ପ୍ରଭାତୀ ପରିଡା l ଶତ ପ୍ରତିଶତ