ଆମେରିକା କୋର୍ଟର ସମନ: ଭାରତ କହିଲା ଅନାବଶ୍ୟକ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଦାଏର କରିଥିବା ଦେୱାନୀ ମାମଲାରେ ଆମେରିକାର ଗୋଟିଏ କୋର୍ଟ ଭାରତକୁ ସମନ କରିଛନ୍ତି। ଏଥିରେ ପନ୍ନୁ ତା’କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଭାରତ ପକ୍ଷରୁ କରାଯାଇଥିବା ଅଭିଯୋଗ କରିଥିଲା। ତେବେ କୋର୍ଟଙ୍କ ଏପରି ସମନକୁ ଭାରତ

ଖାଦ୍ୟ ସଙ୍କଟ; ୨୦୦ ହାତୀଙ୍କୁ ଦିଆଯିବ ବଳି

ହରାରେ : ଆଫ୍ରିକୀୟ ଦେଶରେ ବର୍ତ୍ତମାନ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକଙ୍କ ଭୋକ ମେଣ୍ଟାଇବାକୁ ଖାଦ୍ୟ ନାହିଁ। ଏଭଳି ସଙ୍କଟ ସମୟରେ ସେଠାକାର ସରକାର ଲୋକଙ୍କ ଭୋକ ମେଣ୍ଟାଇବାକୁ ପଶୁଙ୍କ ବଳି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ନାମିବିୟା ସରକାର ଏହି ନିର୍ଦ୍ଦେଶ

ପାକିସ୍ତାନକୁ ନିଜ ଦେଶରେ ମିଳିଲା ଅପମାନ, ଜାତୀୟ ସଙ୍ଗୀତ ଗାନ ସମୟରେ ଠିଆ ହେଲେନି ଆଫଗାନ ରାଜନେତା

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜନେତାଙ୍କୁ କଡା ବିରୋଧ କରିଛି ପାକିସ୍ତାନ । ପାକିସ୍ତାନର ଜାତୀୟ ସଙ୍ଗୀତ ସମୟରେ ଠିଆ ହେବାକୁ ମନା କରିଦେଇଥିବା ଆଫଗାନ ରାଜନେତାଙ୍କ ଏଭଳି କାର୍ଯ୍ୟକୁ ପାକିସ୍ତାନ କଡା ସମାଲୋଚନା କରିଛି । ଆସନରୁ ଉଠିବା ବଦଳରେ ସେମାନେ ଜାତୀୟ ସଙ୍ଗୀତ ବାଜିବା ସମୟରେ

ରାସ୍ତାରେ ପଡ଼ିଥିଲା ସୁଟକେସ୍‌, ବାହାରିଲା ମହିଳାଙ୍କ ଖଣ୍ଡବିଖଣ୍ଡ ଶରୀର

ଚେନ୍ନାଇ : ରାସ୍ତାରେ ପଡ଼ିଥିଲା ଗୋଟିଏ ସୁଟକେସ୍‌। ପରତ୍ୟକ୍ତ ଭାବେ ସୁଟକେସ ପଡ଼ିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଟିକିଏ ଭଲ କି ଲୋକମାନେ ସୁଟକେସକୁ ଦେଖିବାରୁ ସେଥିରୁ ଝରୁ ଥିଲା ରକ୍ତ। ବାସ୍‌ ଏହା ଦେଖି ପୂରା ଚେନ୍ନାଇରେ ଖେଳି ଯାଇଥିଲା ଆତଙ୍କ। ପୁଲିସ ତୁରନ୍ତ ଘଟଣା ସ୍ଥଳରେ

ସେପ୍ଟେମ୍ବର ୨୧ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୧ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ। ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହା ପରେ ନୂଆ କ୍ୟାବିନେଟ ଗଠନ ହେବ। ତେବେ ପୂର୍ବ କ୍ୟାବିନେଟର ୪ ମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ବଳବତ୍ତର ରହିବା ନେଇ ବିଶେଷ ସୂତ୍ରରୁ ସୂଚନା

‘ଜମ୍ମୁ କଶ୍ମୀର ଯୁବା ଆଉ ପଥର ନୁହେଁ, ଖାତା-କଲମ ନେଇ ଯାଉଛନ୍ତି’

ଶ୍ରୀନଗର : ଜମ୍ମୁ କଶ୍ମୀର ଯୁବା ଏବେ ଆଉ ହାତରେ ପଥରେ ନୁହେଁ, ଖାତା-କଲମ ନେଇ ଯାଉଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟଙ୍କ ମତଦାନ ପାଇଁ ଭୋଟରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।ଗତକାଲି

୧୮ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ

ଜୟପୁର : ଜିତିଲା ଜୀବନ। ବୋରଓ୍ୱେଲ ଭିତରୁ ଜୀବନ୍ତ ଉଦ୍ଧାର ହେଲା ୨ ବର୍ଷର ଶିଶୁ। ରାଜସ୍ଥାନର ଦୌସାରେ ୩୬ ଫୁଟ ବୋରଓ୍ୱେଲ ଭିତରକୁ ଖସିପଡିଥିବା କୁନି ଝିଅ ନୀରୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୧୮ ଘଣ୍ଟାର ଅପରେସନ୍‌ ପରେ ମିଳିଛି ସଫଳତା।ବୁଧବାର ୨ ବର୍ଷର କୁନି ଝିଅ ନୀରୁ ଘର

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ; ତିରୁପତି ମନ୍ଦିର ଲଡ଼ୁରେ ମିଶୁଥିଲା ପଶୁ ଚର୍ବି

ହାଇଦ୍ରାବାଦ : ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଥିଲା ପଶୁ ଚର୍ବି। କେବଳ ସେତିକି ନୁହେଁ ନିମ୍ନମାନର ସାମଗ୍ରୀରେ ପ୍ରସ୍ତୁତ ହେଉଥିଲା ଲଡୁ। ତିରୁପତି ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ଏହା ଏକ କୁଠାରଘାତ । ଏପରି ସାଂଘାତିକ

ବିଶ୍ଵକର୍ମା ପୂଜା ଉପଲକ୍ଷେ ଓ ସ୍ବର୍ଗୀୟ ଶ୍ୟାମ ସାହାଙ୍କ ସ୍ମୃତିରେ ଦୁଇ ଦିନ ବ୍ୟାପି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡା ଡିଏନକେ ଗ୍ରାମରେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ବିଷକର୍ମା ପୂଜା ଉପଲକ୍ଷରେ ଏସ ଏସ ସାହା ପରିବାର ଦ୍ୱାରା ଦୁଇ ଦିନ ବ୍ୟାପି ଏକ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରିଛନ୍ତି। ଏହି ଫୁଟବଲ ପ୍ରତିଯୋଗିତାରେ ସମୁଦାୟ ଆଠଗୋଟି ଦଳ

ଟ୍ରକ୍ ପଛକୁ ଧକ୍କା ଦେଲା ଟାଟାଏସି – ୨ ଶ୍ରମିକ ମୃତ, ଚାଳକ ଗୁରୁତର…

ହିଞ୍ଜିଳିକାଟୁ, ୧୯/୮(): ବୁଧବାର ବିଳମ୍ୱିତ ରାତିରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଟ୍ରକ୍ ପଛକୁ ଏକ ପରିବା ବୋଝେଇ ଟାଟାଏସି ଧକ୍କା ଦେଇଛି। ଦୂର୍ଘଟଣାରେ ଟାଟାଏସିରେ ଯାତ୍ରା କରୁଥିବା ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇ