ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ : ଗୁରୁବାର ଅପରାହ୍ନରେ ହିଞ୍ଜିଳି ପୁଲିସ ସ୍ଥାନୀୟ ଥାନା ଘୋଢେଇଶୁଣୀ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ରାଜାରାମ ସ୍ବାଇଁ (୨୦) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ - ୨୯/୨୪ ରେ ଏକ

ଭରତପୁର ଥାନା ମାମଲା, ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାକୁ ନେଇ ସରକାର ସଚେତନ ଅଛନ୍ତି, ଖୁବ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ

ଆଇଟି ଆଇନରେ ସଂଶୋଧନକୁ ଖାରଜ କଲେ କୋର୍ଟ

କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଲାଗିଛି ବଡ଼ ଝଟକା। ସୂଚନା ପ୍ରଯୁକ୍ତି ଆଇନ ବା ଆଇଟି ଆକ୍ଟରେ ୨୦୨୩ରେ କେନ୍ଦ୍ର ସରକାର କରିଥିବା ସଂ‌ଶୋଧନକୁ ଆଜି ବମ୍ବେ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଆଇଟି ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ ଗୋଟିଏ

ସରକାରୀ ନିୟମକୁ ଫୁ ! ଦୋକାନରୁ ରାତି ଅଧରେ ଚୋରା ଚାଲାଣ ହେଉଛି ମଦ, ଅଭିଯୋଗ ସତ୍ବେ ଅବକାରୀ ବିଭାଗ ନୀରବ

ମାଲକାନଗିରି, (୨୦।୯) : ଗୋଟିଏ ପଟେ ରାଜ୍ୟରେ ମଦ ଉପରେ ମୋହନ ସରକାର କଡା ପଦକ୍ଷେପ ନେଉଥିବା ବେଳେ ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ବଢିବାରେ ଲାଗିଛି ଚୋରା ମଦ କାରବାର। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ମଦ ଦୋକାନୀମାନେ ଦିନ ହେଉ କି ରାତି ହେଉ ବେଧଡକ

ଭରତପୁର ଥାନା ଘଟଣା: ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ସେନା କମାଣ୍ଡର

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ମହଶ ମାରିବା ଘଟଣା ଏବେ ତେଜିବାରେ ଲାଗିଛି । ପୋଲିସର କାର୍ଯ୍ୟ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ସୁରକ୍ଷା ଦେଉଥିବା ଲୋକ ଯଦି ଏପରି କରିବ ତାହାଲେ ଲୋକେ ସୁରକ୍ଷା ମାଗିବା କାହାକୁ । ତା ଉପରେ ପୁଣି ବାନ୍ଧବୀଙ୍କ

ଭିଣୋଇ ଘରେ ଭିଜିଲାନ୍ସ ଚଢ଼ାଉ, ଶଳାଙ୍କ ଘରୁ ମିଳିଲା ନଗଦ ୪୬ ଲକ୍ଷ

ବାଲେଶ୍ୱର ରୁରାଲ୍‌ ୱାର୍କସ ସର୍କଲ ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ସଂପତ୍ତି ଠାବ କରାଯାଇଛି। ତା’ ମଧ୍ୟରେ ରହିଛି ୨ଟି କୋଠା, ଗୋଟିଏ ଫ୍ଲାଟ ଓ ୪ଟି ପ୍ଳଟ୍‌। ସେହିପରି ତାଙ୍କର ଦୁଇଟି ବେନାମୀ ଫ୍ଲାଟ ଠାବ କରାଯାଇଛି। ବ୍ୟାଙ୍କରେ ସେ ୧.୧୧ କୋଟି ଟଙ୍କା ଜମା

ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲେ ସୁପ୍ରିମକୋର୍ଟ

କଲେଜିୟମ ଗୋଟିଏ ସର୍ଚ୍ଚ କମିଟି ନୁହେଁ। ଏମିତି କିଛି କହି ଆଜି ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ର ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଏଥିସହ କଲେଜିୟମ ବିଭିନ୍ନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସରକାରଙ୍କ ପାଖକୁ ପୁନଃ ପଠାଇଥିବା ନାଁ ଗୁଡ଼ିକର ତାଲିକା(ଯେଉଁ

ଦଶାହ ଭୋଜି ଖାଇ ଦୁଇ ମୃତ, ୩୦ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆତଙ୍କ । ହଇଜାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ,

ସଂପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ: ବିଜୟ ପଟ୍ଟନାୟକ

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କ୍ରାଇମବ୍ରାଞ୍ଚକୁ ମାମଲା

ସାମ୍ବାଦିକଙ୍କ ପିତାଙ୍କ ଦେହାନ୍ତ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିମନ୍ତେ କର୍ଯ୍ୟକରୁଥିବା ଦୈନିକ "ସମାଜ" ଏବଂ ନିଉଜ୍-୭ ର ପ୍ରତିନିଧି ସାମ୍ବାଦିକ ସରୋଜ କୁମାର ସାମଲ୍ ଙ୍କ ପିତା ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ କର୍ମଚାରୀ ନରେନ୍ଦ୍ର କୁମାର ସାମଲ (୭୨) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ