ହରିୟାଣା ନିର୍ବାଚନ: ଶାହାରୁଖଙ୍କ ‘ଡଙ୍କି’କୁ ପ୍ରସଙ୍ଗ କଲେ ରାହୁଲ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହରିୟାଣା ନିର୍ବାଚନରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’କୁ ଏକ ପ୍ରସଙ୍ଗ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ହରିୟାଣାର ବେକାରୀ ସମସ୍ୟା ସମ୍ପର୍କରେ ବିଜେପିକୁ!-->…