କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଖମନଖୋଲ ପଞ୍ଚାୟତ ପୁରୁଭଟ୍ଟା କ୍ଲଷ୍ଟରର ରାଇପଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର

କ.ନୂଆଗାଁ ପୋଲିସ ପକ୍ଷରୁ ପାଞ୍ଚ ଜଣ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାର୍ବଣକୁ ଲକ୍ଷ୍ୟ ରଖି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପାଞ୍ଚ ଜଣ ଓ୍ବାରେଣ୍ଟିଙ୍କୁ ଗିରଫ କରି କ.ନୂଆଗାଁ ପୋଲିସ କୋର୍ଟକୁ ପଠାଇଥିବା ଜଣାପଡିଛି।

ଡାକ୍ତର ନିଯୁକ୍ତି ସମେତ ସାତଦଫା ଦାବୀ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ସିଟି ହସ୍ପିଟାଲରେ ଦୀର୍ଘ ଦିନରୁ ଡାକ୍ତରଙ୍କ ଅଭାବରୁ ପ୍ରତ୍ୟେକ ଦିନ ନାହିଁ ନ ଥିବା ସମସ୍ୟା ଦେଖାଯାଉଛି l ରୋଗୀ ସେବା ପାଇନପାରି ଋଣ ଗ୍ରସ୍ତ ହୋଇ ଜୀବନ ବଞ୍ଚାଇବା ପାଇଁ ଯେନତେନ ପ୍ରକାରେ ରୋଗୀ ବିଭିନ୍ନ ଘରୋଇ ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି l

ଜଳବନ୍ଦୀ ସୂର୍ଯ୍ୟ ମନ୍ଦିର; ଜମିଛି ଆଣ୍ଠୁଏ ଉଚ୍ଚର ପାଣି

କୋଣାର୍କ : ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ବି ଲାଗି ରହିଛି ବର୍ଷା। ଫଳରେ ସୂର୍ଯ୍ୟ ମନ୍ଦିର କୋଣାର୍କ ହୋଇଛି ଜଳବନ୍ଦୀ। ଜମି ରହିଛି ଫୁଟେ ଉଚ୍ଚର ପାଣି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

ଗୁହାରିଆ ପଡି ଶେଷରେ ଜୀବନ ଦେଲେ ଅବସର ପ୍ରାପ୍ତ ଶିକ୍ଷକ

ଗଞ୍ଜାମ: ମନ୍ଦିରରେ ଗୁହାରିଆ ପଡି ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଜୀବନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବେଠୁଆର ଗାଁ ଘୋଡାଦେବୀ ମନ୍ଦିର ସେଡ ଘର ପାର୍ଶ୍ୱରେ ଏଭଳି ଅଭାବନୀୟ ଘଟଣା ଘଟିଛି।ନଗୁଡୁ ଅଞ୍ଚଳର ୬୧ ବର୍ଷ ବୟସ୍କ ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ରଶି ଲଗାଇ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇ ପାରିବନି

କଟକ: ଶାରଦୀୟ ଦୁର୍ଗାପୂଜା ସମୟ ଯେତିକି ପାଖେଇ ଆସୁଛି, ପୂଜା ଆୟୋଜକ କମିଟି, ପ୍ରଶାସନ ଓ ସରକାରଙ୍କ ଚିନ୍ତା ସେତିକି ବଢୁଛି। ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଆୟୋଜନ ପାଇଁ ସବୁସ୍ତରରେ ଉଦ୍ୟମ ହେଉଛି। ଗୋଟିଏ ସପ୍ତାହ ପରେ ନବରାତ୍ରୀ ଆରମ୍ଭ ହୋଇଯିବ। ସେଥିପାଇଁ ସାଜସଜ୍ଜା କାମ

ଧାମରା ରେ ଶେଷ ହେଲା ସାଗରଭ୍ୟାସ , ସାଗର କବଚ ୨/୨୪

ଧାମରା: ରାଜ୍ୟ ଉପକୂଳ ଅଞ୍ଚଳରେ ଚାଲିଥିବା ସାଗରଭ୍ୟାସ ସାଗର କବଚ ଆଜି ଶେଷ ହୋଇଛି। ୨ଦିନ ଧରି ଚାଲିଥିବା ଏହି ସାଗରଭ୍ୟାସ ଆଜି ସନ୍ଧ୍ୟା ସୁଦ୍ଧା ୪ଜଣ ଗୁପ୍ତଚରଙ୍କୁ ଧରିବାରେ ସଫଳ ହୋଇଛନ୍ତି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।ଏଠାରେ ଉଲ୍ଲେଖ ଯୋଗ୍ୟ ୨୦୧୧ ମସିହା ନଭେମ୍ବର ୨୬ତାରିଖ

ଏସସିବିରେ ସଫଳ ହେଲା ଏକମୋ ଚିକିତ୍ସା

କଟକ : କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଦିଲୀପ କୁମାର ମହାରଣାଙ୍କ (୫୩)ର ସଫଳ ଭାବେ ଏକମୋ ଚିକିତ୍ସା କରାଯାଇଛି। ସିଟିଭିଏସର ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ମନୋଜ କୁମାର ପଟନାୟକଙ୍କ ନେତୃତ୍ୱରେ ଏହି ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଦିଲ୍ଲୀପ ଏଚ୧ଏନ୧ ଭୁତାଣୁ ସଂକ୍ରମଣରେ

ଉବୁଡୁବୁ ମାୟାନଗରୀ; ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି, ଏଯାଏଁ ୫ ମୃତ

ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ରାତିରେ ପାଣି ଜମିବାରୁ ଲୋକେ ଫସି ଯାଇଥିଲେ । ଅଫିସ୍‌ରୁ ଘରକୁ ଫେରିବା ସମୟରେ ପ୍ରବଳ ବର୍ଷା ହେବା

ଜେଲ ଯିବେ ସଞ୍ଜୟ ରାଉତ: ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ

ମୁମ୍ବାଇ : ମାନହାନି ମୋକଦ୍ଦମା ମାମଲାରେ ଶିବସେନା ୟୁବିଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଦିନ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୨୫ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ରାୟ ପରେ ସଞ୍ଜୟ ରାଉତ ଜେଲ