୨୨ ରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି। ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରି‌ଣତ ହୋଇପାରେ ବୋଲି ଜିଏସଫଏସ ମଡେଲ…

ଆଜିଠୁ ଗଜଲକ୍ଷ୍ମୀ ପୂଜା, ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ

ଧରାପୃଷ୍ଠରୁ ଜଗତଜନନୀ ମା’ ଦୁର୍ଗା ମେଲାଣି ନେବା ପରଠୁ ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି।କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଶେଷ…

ଧୁମଧାମରେ ଜଗତଜନନୀ ମା’ ଦୁର୍ଗାଙ୍କୁ ମେଲାଣି…

ହିଞ୍ଜିଳିକାଟୁ,: ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସୁସଜ୍ଜିତ ଅସ୍ଥାୟୀ ମଣ୍ଡପରେ ମୃଣ୍ମୟୀ ରୂପରେ ପୂଜା ପାଇବା ପରେ ଶକ୍ତିସ୍ବରୁପିଣୀ, ଅଭୟ ବର ଦାୟିନୀ, ପାପ ନାସିନୀ ମା' ଦୁର୍ଗାଙ୍କୁ ହର୍ଷ ଉଲ୍ଲାସର ସହ ବିଦାୟ ଦେଇଛନ୍ତି ହିଞ୍ଜିଳିକାଟୁବାସୀ।…

ମିସାଇଲ ମ୍ୟାନ ଡ଼ଃଏପିଜେ ଅବଦୁଲ କଲାମଙ୍କୁ ଛତ୍ରପୁର ଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ୍ ଏଣ୍ଡ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ପୌରହିତ୍ୟ ରେ ମିଶାଇଲ ମ୍ୟାନ, ଭାରତରତ୍ନ ପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ଼ଃ ଏ. ପି. ଜେ. ଅବଦୁଲ କାଲାମଙ୍କ ୯୩ ତମ ଜନ୍ମ ବାର୍ଷିକୀ ମହା…

ବିଛିନ୍ନାଞ୍ଚଳବାସୀ ଓଡ଼ିଆ ସଂସ୍କୃତିର ନିଷ୍ଠାପର ସେବକ : ମହାସଚିବ ରୋଶନ

ବ୍ରହ୍ମପୁର : ପଡୋଶୀ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଛିନ୍ନାଞ୍ଚଳରେ ଆଜି ବି ଓଡ଼ିଆ ସଂସ୍କୃତି ବଞ୍ଚି ରହିଛି l ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ମଣ୍ଡଳ ଅନ୍ତର୍ଗତ ଜଳନ୍ତର ଜିଲୁଣ୍ଡା ଠାରେ ପବିତ୍ର ପାର୍ବଣ ଅବସରରେ ଏକ ସାଂସ୍କୃତିକ ମାହୋଲ ସୃଷ୍ଟି ହୋଇଥିବା ନଜରକୁ ଆସିଛି l ଆଜି…

ବାଲିଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

କଟକ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ପ୍ଲଟ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ନଭେମ୍ବର ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୧୫ ରୁ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଥିବା ପଞ୍ଜିକରଣ ପ୍ରକ୍ରିୟା ୨୫ ଯାଏଁ ଚାଲିବ । କଟକ…

ଇଭିଏମ ବ୍ୟାଟେରୀ ଓ ପେଜର୍ସକୁ ନେଇ ଏମିତି କହିଲେ ମୁଖ୍ୟ ନିର୍ବାଚନ କମିଶନର

ଗୋଟିଏ ଇଭିଏମର ବ୍ୟାଟେରୀ ଠିକ କ୍ୟାଲକୁଲେଟର ଭଳି। ସେହିପରି ପେଜର୍ସ ଭଳି ଇଭିଏମରେ କୌଣସି ପ୍ରକାରର ହେରଫେର କରାଯାଇ ପାରିବ ନାହିଁ ନାହିଁ ବୋଲି ଭାରତୀୟ ନିର୍ବାଚନ କମିଶନ କହିଛନ୍ତି। ପେଜର୍ସ ଭଳି ଇଭିଏମକୁ ମଧ୍ୟ ଟ୍ୟାମ୍ପରିଂ କରି ହେବ ବୋଲି କଂଗ୍ରେସ କରୁଥିବା ଅଭିଯୋଗ ଉପରେ ଆଜି ମୁଖ୍ୟ…

ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଧାନ ସଂଗ୍ରହ ବ୍ୟବସ୍ଥାର ସୁପରିଚାଳନା ପାଇଁ ମନ୍ତ୍ରୀମାନେ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ ଧାନ ସଂଗ୍ରହରେ ଅନିୟମିତତା ଓ ଦୁର୍ନୀତି ଉପରେ ତିକ୍ଷ୍‌ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ଷୁଦ୍ର ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ଉପରେ ପ୍ରାଥମିକତା…

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲି ଆଶ୍ଵିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଶ୍ରୀଜିଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଦ୍ଵିତୀୟ…