ସରକାରୀ ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ର…

ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ର। ବଙ୍ଗଳା ଖାଲି କରିବାକୁ ନେଇ ହାଇକୋର୍ଟରେ କରିଥିବା ଚ୍ୟାଲେଞ୍ଜ ଖାରଜ ହେବା ପରେ ଶେଷରେ ଆଜି ମହୁଆ ରହୁଥିବା ସରକାରୀ ବଙ୍ଗଳା ଖାଲି ହୋଇଛି। ଇଷ୍ଟେଟ ନିର୍ଦ୍ଦେଶାଳୟର ଏକ ଟିମ୍ ବଙ୍ଗଳା ଖାଲି…

ଅନଲାଇନ୍‌ ଗେମ୍‌ ପାସ୍‌ୱାର୍ଡ ନ ଦେବାରୁ ସାଙ୍ଗମାନେ ନେଲେ ସାଙ୍ଗର ଜୀବନ

ଅନଲାଇନ୍‌ ଗେମ୍‌ ଖେଳିବା ହେଲା କାଳ। ଘନିଷ୍ଣ ବନ୍ଧୁ ପାଲଟିଗଲେ ଶତ୍ରୁ। ଅନଲାଇନ୍‌ ଗେମ୍‌ର ପାସ୍‌ୱାର୍ଡ ନ ଦେବାରୁ ସାଙ୍ଗମାନେ ହିଁ ନେଇଗଲେ ସାଙ୍ଗର ଜୀବନ । ପ୍ରମାଣ ନଷ୍ଟ ପାଇଁ ସେମାନେ ମୃତଦେହକୁ ଜଙ୍ଗଲରେ ପୋଡ଼ିବା ପରେ ପୋତି ଦେଇଥିଲେ । ମୃତକ ଓ ଅଭିଯୁକ୍ତ ସମସ୍ତେ…

ଆମେରିକାରେ ଭୟଙ୍କର ବରଫ ଝଡ଼, ୪୩ ଜଣଙ୍କ ମୃତ୍ୟୁ…

ପ୍ରବଳ ଶୀତରେ ୪୩ ଜଣଙ୍କ ମୃତ୍ୟୁ । ଆମେରିକାରେ ଭୟଙ୍କର ବରଫ ଝଡ଼ ଯୋଗୁ ୯ଟି ରାଜ୍ୟରେ ୪୩ ଜଣଙ୍କର ମୃତ୍ୟୁ ହେବା ସହ କୋଠାବାଡି ଭାଙ୍ଗିରୁଜି ଯାଇଛି । ଏହାସହିତ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଟେନେସିରେ ଚଳିତ ସପ୍ତାହରେ ସର୍ବାଧିକ ୧୪ ଜଣଙ୍କ…

‘ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ, ଓଡ଼ିଶାବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ ରାଜ୍ୟ ତମାମ ଅର୍ପଣ ରଥ ବୁଲିଲାବେଳେ ଜଗନ୍ନାଥଙ୍କୁ ପିଲାଙ୍କ ଖେଳନାଠୁ ଆହୁରି ତୁଚ୍ଛ ଭାବରେ ପ୍ରଦର୍ଶିତ କରାଯାଇଛି ।…

ରାତିରେ ବୁଲିପାରିବେ ଚନ୍ଦକା ଅଭୟାରଣ୍ୟ, ଆରମ୍ଭ ହେବାକୁ ଯାଉଛି ‘ନାଇଟ ନକଚରାଲ ଟ୍ରେଲ’

ଭୁବନେଶ୍ବର: ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ। ଭରତପୁର ସଫାରୀରେ ଆରମ୍ଭ ହେବ ନାଇଟ ନକଚରାଲ ଟ୍ରେଲ। ଜାନୁଆରୀ ୨୯ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଚନ୍ଦକା-କମପଡ଼ା…

ଶିମିଳିପାଳରୁ ମାଳ ମାଳ ଦେଶୀ ବନ୍ଧୁକ ଜବତ…

ବାରିପଦା: ବେଆଇନ ବନ୍ଧୁକ କାରବାରକୁ ରୋକିବାରେ ମୟୂରଭଞ୍ଜ ପୋଲିସକୁ ବଡ ସଫଳତା । ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରୁ ପୁଣି ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ପୁଲିସ ପକ୍ଷରୁ ନଭେମ୍ବର ଓ ଡିସେମ୍ବର ମାସରେ ସର୍ଚ୍ଚ ଅପରେସନର ତୃତୀୟ…

ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ରେଡ୍‌…

ଢେଙ୍କାନାଳ : ଢେଙ୍କାନାଳ ପାତ୍ର ଏଜେନ୍ସିରେ ଜିଏସଟିର ତନାଘନା ଚଢ଼ାଉ ଜାରି ରହିଛି । ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳ ପକ୍ଷରୁ ଏହି ଚଢାଉ କରାଯାଉଛି । ବାଜି ଚୌକ ଛକ ନିକଟରେ ଥିବା ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଏହି ଚଢାଉ…

ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟ୍‌, ଜଣେ ଗିରଫ…

ଭୁବନେଶ୍ଵର: ସାଇବର ଲୁଟେରାଙ୍କ ନୂଆ ତରିକା । ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଜଣେ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ, ମାଟ୍ରିମୋନି…

ଲୋକସଭା ନିର୍ବାଚନ ପାଇଁ ସପା ଓ ଆରଏଲଡି ମଧ୍ୟରେ ମେଣ୍ଟ…

ନୂଆଦିଲ୍ଲୀ: ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି । ସୂଚନାନୁସାରେ, ଆରଏଲଡି ୭ ରୁ ୮ଟି ଆସନରେ ମିଳିତ ଭାବେ ଲଢ଼ିବ । ପଶ୍ଚିମ ଉତ୍ତରପ୍ରଦେଶର ଅଧିକାଂଶ ଆସନକୁ ନେଇ ଆରଏଲଡି…

ASO ମାମଲାରେ ରାଜ୍ୟ ସରକାର, OPSC ଓ ଅନ୍ୟ ପ୍ରତିପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍…

କଟକ : ସୁପ୍ରିମକୋର୍ଟରେ ଓଡ଼ିଶା ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ଚୟନ ମାମଲା । ମାମଲାକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମ୍ କୋର୍ଟ । ରାଜ୍ୟ ସରକାର, OPSC ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଜବାବ ଦାଖଲ କରିବାକୁ ସମସ୍ତ…