ଜିଏସଟି ରିଟନ ସ୍କୁଟିନ ଓ ବିଜନେସ ଇଣ୍ଟେଲିଜେନ୍ସି ସୁତ୍ରରୁ କିଛି ଅଭିଯୋଗ ଆଧାରରେ ଏହି ଚଢାଉ କରାଯାଉଥିବା କହିଛନ୍ତି ଅନୁଗୁଳ ଜିଏସଟି ଡେପୁଟି କମିସନର ଶିବାଶିଷ ସୁର୍ଯ୍ୟ କାନ୍ତ ସାହୁ। ଅଭିଯୋଗ ଆଧାରରେ ତଦନ୍ତ ଏବଂ ଗୋଦାମର ଷ୍ଟକ ନିଆଯିବ। ସମ୍ପୂର୍ଣ୍ଣ ଇନଭେଷ୍ଟିକେସନ ସରିବା ପରେ ଜିଏସଟି ଟିମ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯିବ ଏବଂ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଷ୍ଟେଟ ଜିଏସଟି ଟିମର ଅନୁଗୁଳ ଡେପୁଟି କମିଶନର ପ୍ରକାଶ କରିଛନ୍ତି ।