ମସଜିଦର ବେସ୍‌ ମେଣ୍ଟରେ ପୂଜା କରିପାରିବେ ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ବୁଧବାର ହିନ୍ଦୁମାନଙ୍କ ସପକ୍ଷରେ ଆସିଛି ରାୟ। ଏଠାରେ ପୂଜା ପାଠ କରିବା ପାଇଁ ହିନ୍ଦୁମାନଙ୍କୁ ଅନୁମତି ଦେଇଛନ୍ତି ମାନ୍ୟବର କୋର୍ଟ। ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ଦଳର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବିଷ୍ଣୁ ଶଙ୍କର ଜୈନ…

ପିସିସି ଗଣମାଧ୍ୟମ ମୁଖପାତ୍ର, ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ସେଲ୍‌କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ୍‌, ସଂପାଦକ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ପିସିସି ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି ଏକ ପ୍ରେସ୍…

ଇଣ୍ଡିଆ ମେଣ୍ଟକୁ ଉପଦେଶ ଦେଲା ଟିଏମସି

କୋଲକାତା:ପାଖେଇ ଆସୁଛି ଲୋକସଭା ନିର୍ବାଚନର ଦିନ। କିନ୍ତୁ ଛିଡୁନି ଇଣ୍ଡିଆ ମେଣ୍ଟରେ ସିଟ ବଣ୍ଟା। ଯାହାକୁ ନେଇ ଏବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଙ୍କରି ମେଣ୍ଟ ଦଳକୁ କରିଛନ୍ତି ଟାର୍ଗେଟ। ଆସନ ବାଣ୍ଟିବା ନେଇ ତୃଣ ମୂଳ କଂଗ୍ରେସ ପୁଣି ଥରେ କଂଗ୍ରେସକୁ…

ପାକିସ୍ତାନର ବଲୁଚିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୫ ଜଣଙ୍କ ମୃତ୍ୟୁ; ୯ ଆତଙ୍କୀ ନିହତ

ପାକିସ୍ତାନରେ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ଅଞ୍ଚଳରେ ଏହି ଘଟଣା ଘଟିଛି । ଏଥିରେ ୨ ନାଗରିକ ଏବଂ ୪ ଆଇନ ପ୍ରବର୍ତ୍ତନ ଏଜେଣ୍ଟଙ୍କ ସମେତ ୧୫ ଜଣ ପ୍ରାଣ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ ଦାଖଲ

ଭୁବନେଶ୍ୱର : ପୁଣି ବଢ଼ିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ । ବିଧାୟକ ପ୍ରଦୀପଙ୍କ ବିରୋଧରେ ଆରମ୍ଭ ହେବ ଟ୍ରାଏଲ । ପ୍ରଦୀପଙ୍କ ନାଁରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜଫ୍ରେମ ଦାଖଲ ହୋଇଛି। ପ୍ରଦୀପଙ୍କ ପତ୍ନୀଙ୍କ ନାଁରେ…

ଗାଡି ଖାଇକୁ ଖସି ପଡ଼ିବାରୁ ୭ ମୃତ, ୭ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରେ ବୁଧବାର ଏକ ଗାଡି ଭାରସାମ୍ୟ ହରାଇ ଘାଟି ଉପରୁ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛ ଏବଂ ୭ ଜଣ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଉତ୍ତର କଶ୍ମୀର ଜିଲ୍ଲାର ଉରିର ବୋନିଆର ଅଞ୍ଚଳରେ ଏକ…

ଫେବୃଆରୀ ୬ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ । ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରିବେ ରାହୁଲ । ୬ରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିବେ । ୭ରେ ରାଉରକେଲା…

ଡିସିପି ଦାୟିତ୍ବ ଗ୍ରହଣ କଲେ ଡକ୍ଟର କନୱର ବିଶାଲ ସିଂ

ଭୁବନେଶ୍ୱର : କଟକର ନୂଆ ଡିସିପି। ଦାୟିତ୍ବ ଗ୍ରହଣ କରିଛନ୍ତି ଡକ୍ଟର କନୱର ବିଶାଲ ସିଂ। ପିନାକ ମିଶ୍ରଙ୍କ ବଦଳି ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶ୍ରୁଙ୍ଖଳା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନୂଆ ଡିସିପି। କ୍ରାଇମରେ…

ଦନ୍ତେୱାଡ଼ାରେ ନକ୍ସଲଙ୍କ ବଡ଼ ବଙ୍କର ଠାବ

ଛତିଶଗଡ଼ ଦନ୍ତେୱାଡ଼ାରେ ନକ୍ସଲଙ୍କର ରହିଛି ବଡ଼ ବଙ୍କର। ଜଙ୍ଗଲ ଭିତରେ ନକ୍ସଲଙ୍କ ଏତେ ବଡ଼ ବଙ୍କର ଦେଖି ପୁଲିସ ଛାନିଆ ହୋଇଯାଇଛି। ଗାଜାରେ ହମାସ ଆତଙ୍କୀଙ୍କ ସୁଡ଼ଙ୍ଗ ଭଳି ମାଟି ତଳେ ସୁଡ଼ଙ୍ଗ ଓ ବଙ୍କର କରିଛନ୍ତି ନକ୍ସଲ। ଦନ୍ତେୱାଡ଼ାରେ ନକ୍ସଲ ଅପରେସନ ବେଳେ…

କଟକର ଏକ ଆଶ୍ରମରେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

କଟକ : ପୁଣି ଲଜ୍ଜା । ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କଟକର ଏକ ଆଶ୍ରମରେ ରହୁଥିବା ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ୨୯ରେ ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ବେଳେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ…