ହାଇଟେକ୍‌ ମେଡ଼ିକାଲରେ ବିସ୍ଫୋରଣ : ଫାଟିଲା ଅକ୍ସିଜେନ ସିଲିଣ୍ଡର, ୪ ଆହତ…

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ହସ୍ପିଟାଲ…

‘ଭାରତ ନ୍ୟାୟ ଯାତ୍ରା’ ପାଇଁ ଜାନୁଆରୀ ୪ରେ ବୈଠକ ଡାକିଲା କଂଗ୍ରେସ…

ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯୋଜନା କରିଛି। ଏଥିପାଇଁ ଜାନୁଆରୀ ୪ ତାରିଖରେ ଦଳ ଏକ ବଡ଼ ବୈଠକ ଡାକିଛି। ଏଥିରେ ୧୪ଟି ରାଜ୍ୟର କଂଗ୍ରେସ ସଭାପତିଙ୍କ ସହିତ ବିଧାୟକ ଦଳର ନେତାମାନଙ୍କୁ ଉପସ୍ଥିତ…

ଆସାମରେ ଫେରିବ ଶାନ୍ତି, ଅସ୍ତ୍ର ଛାଡ଼ିବାକୁ ଉଲଫା ବିଦ୍ରୋହୀ ରାଜି

ନୂଆଦିଲ୍ଲୀ: ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ (ଉଲ୍ଫା)ର ଏକ ଗୋଷ୍ଠୀ ସହ କେନ୍ଦ୍ର ସରକାର ଓ ଆସାମ ସରକାର ଶୁକ୍ରବାର ଏକ ଶାନ୍ତି ଚୁକ୍ତି କରିଛନ୍ତି । ଏହି ଗୋଷ୍ଠୀ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେଇଥାଏ । ଚୁକ୍ତି ଅନୁସାରେ ଉଲଫା…

ଜେଡିୟୁ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁରେ ହୋଇଛି ବଡ଼ ପରିବର୍ତ୍ତନ । ଶେଷରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିଲେ ଲଲନ ସିଂ। ତାଙ୍କ ବଦଳରେ ପାର୍ଟିର କମାଣ ସମ୍ଭାଳିବେ ନୀତୀଶ କୁମାର। ଆଜି ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ବୈଠକରେ…

ମୋବାଇଲ ମାନିଆ ମହିଳା; ସ୍ୱାମୀଙ୍କ ଆଖିରେ ଭୁଷିଦେଲେ କଇଁଚି…

ମୋବାଇଲ ମାନିଆ ମହିଳା ଭୁଲିଗଲେ ସମ୍ପର୍କର ମୂଲ୍ୟ। ସାମାନ୍ୟ ମୋବାଇଲ ପାଇଁ ଘରେ ଘଟାଇଲେ ରକ୍ତପାତ । ଏପରିକି ମୋବାଇଲ ଆଗରେ ତୁଚ୍ଛ ଲାଗିଲେ ସ୍ୱାମୀ । ଫଳରେ ମୋବାଇଲ ମାଗୁଥିବା ମ୍ବାମୀଙ୍କ ଆଖିରେ କଇଁଚି ଭୁଷିବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା…

ଆଇପିଏସ ସ୍ତରରେ ପଦୋନ୍ନତି, ଡିଆଇଜି ହେଲେ ୬ ଆଇପିଏସ…

ଭୁବନେଶ୍ବର: IPSଙ୍କ ପଦୋନ୍ନତି ହୋଇଛି। ୫ IPSଙ୍କୁ IG ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୬ IPSଙ୍କ DIG ଭାବେ ପଦୋନ୍ନତି ହୋଇଛି। ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ୫ IPS ଅଫିସର ୨୦୦୬ ବ୍ୟାଚ୍‌ର। DIG ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା…

ଲକ୍ଷ୍ମୀ ମାଝୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ବିଜେପି…

ଭୁବନେଶ୍ୱର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ ମଧ୍ୟ ରାଜ୍ୟ…

ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ଛାତ୍ରସଂସଦର ବିରୋଧ…

ପୁରୀ: ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ରସଂସଦ ବିରୋଧ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଛାତ୍ର ସଂସଦ ।…

ବିଜେପି ଦଳରେ ଯୋଗ ଦେଲେ ପୁଲିନ ପ୍ରକାଶ ପୁହାଣ

ଯାଜପୁର : ବିଜେପି ଦଳରେ ସାମିଲ ହେଲେ ପୁଲିନ ପ୍ରକାଶ ପୁହାଣ। ନୂଆ ଦିଲ୍ଲୀ ଠାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାବେ ପରିଚିତ ପୁଲିନ ପୂର୍ବରୁ କଂଗ୍ରେସ ସଂଗଠନ ପାଇଁ କାମ କରୁଥିଲେ। ଏପରିକି ସେ…

ତଦନ୍ତ ଦାବିରେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ମଣିଜଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅନୁସୂଚିତ ଜାତି ବର୍ଗର ଜଣେ ଅସହାୟ ମହିଳାଙ୍କୁ ସେହି ଗ୍ରାମରେ ଥିବା ଏକ ଉଚ୍ଚ ବିଦ୍ୟାଳୟର ଜଣେ କର୍ମଚାରୀ ପ୍ରକାଶ ପରିଡା ଦୁଷ୍କର୍ମ ଉଦ୍ୟମ ଘଟଣାରେ ପୋଲିସ…