ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା Wifi ସହ ୧ ଜିବି ଡାଟା…

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା wifi ଓ 1 GB ଡାଟା । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ମାଗଣା 1 GB ଡାଟା ଯୋଗାଇଦେବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ ।

ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ପୋର୍ଟସ ପଲିସି ଓ ଷ୍ଟାର୍ଟ ଅଫ ପଲିସି ରାଜ୍ୟ ସରକାର ଆଣିବେ । ସିଭିଲ ସର୍ଭିସ ପାଇଁ ନୂଆ ମଡେଲରେ ରାଜ୍ୟ ସରକାର କୋଚିଂ ଦେଉଛନ୍ତି । ଏଥିପାଇଁ ପରୀକ୍ଷା କରି ୨ଶହ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି ।

nis-ad
Leave A Reply

Your email address will not be published.