ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର :  ପୌରପାଳିକାର ଗୋଦାମ ଗୃହରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଗାନ୍ଧୀଛକ ସ୍ଥିତ ଲାଲବାଗ ଉର୍ଦ୍ଧ୍ୱ ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲାଗିଛି ।

ନିଆଁରେ ଫିନାଇଲ, ବ୍ଲିଚିଂ, ମଶାତେଲ ସହ ବ୍ୟାପକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁ ନଆଁ ଲାଗିଥିବା ଅନୁମାନ କରାଯାଉଛି। ପୌରପାଳିକାର ଗୋଦାମ ଗୃହ  ଏକ ସ୍କୁଲ ଘରେ ଚାଲିଥିଲା । ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରାଯାଛି  ।

nis-ad
Leave A Reply

Your email address will not be published.