ଓଭର ବ୍ରିଜରେ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ତଳକୁ ଖସି ପଡିଲେ ବାଇକ ଆରୋହୀ

ସମ୍ବଲପୁର: କ୍ଷେତରାଜପୂର ଠାରେ ଥିବା ଓଭର ବ୍ରିଜରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଓଭର ବ୍ରିଜ ର ବାଡ଼କୁ ଧକ୍କା ଦେଇ ତଳକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବକଙ୍କୁ ସଦର ମେଡିକାଲକୁ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ଯୁବକଙ୍କୁ ତୁରନ୍ତ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

nis-ad
Leave A Reply

Your email address will not be published.