କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନାରାୟଣପୁର ବିଜୟୀ

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକଅନ୍ତର୍ଗତ ଇନ୍ତାଲିଗୁଡା ଗ୍ରାମରେ ମା ଆଲମୋତି କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମେଚେ୍ ରେ ନାରାୟଣପୁର ୧୪, ଅଭର ୧ବୋଲରେ ୮ଉଇକେଟ ରେ ୧୩୧ ରନ କରି ବିଜୟ ଲାଭ କରିଛି।ନିକଟତମ ପ୍ରତିଦ୍ବନ୍ଦୀ ଭାରତପୁରିସି ୧୫ଅଭରରେ ୬ ଉଇକେଟରେ ୧୩୦ ରନ କରିଥିଲେ ।ବିଜୟ ଲାଭ କରିଥିବା ନାରାୟଣପୁର କୁ ୧୫ ହଜାର ସହ ଟ୍ରିଫି ଦିଆଯାଇଥିବା ବେଳେ ।ରନର ହୋଇଥିବା ଭାରତପୁରିସି ଦଳକୁ ୧୦ହଜାର ସହ ଟ୍ରଫି ସହ ୧୦ହଜାର ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥିଭାବେ କୋରାପୁଟ କୁଓ୍ବି ମ୍ୟୁଜିକ ର ପ୍ରୋଜଯକ ତଥା କଣ୍ଠଶିଳ୍ପି ଶ୍ରୀରାଜକୁମାର ସାରଥି ,ସମ୍ମାନୀୟ ଅତିଥିରୂପ କମା ମାଣ୍ଡି,ରାମାରାଓ ହିକକା ,ନବୀନ କୁନାକା ଓ ଅନ୍ୟ ଅତିଥି ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.