ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ଟ୍ରେନରୁ ଦୁଇ ଦିନର ଶିଶୁ ପୁତ୍ର ଉଦ୍ଧାର

ଖୋର୍ଦ୍ଧା: ସକାଳୁ ସକାଳୁ ଟ୍ରେନରୁ ଉଦ୍ଧାର ହେଲା ଦୁଇ ଦିନର ଶିଶୁ ପୁତ୍ର ପୁତ୍ର । ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ଟ୍ରେନରୁ ଉଦ୍ଧାର କରିଲା ଆରପିଏଫ। ଦୁଇ ଦିନର ଶିଶୁକୁ ଜନ୍ମ କରିଥିବା ମା ଟ୍ରେନରେ ଛାଡିଦେଇଥିବା ନେଇ ସନ୍ଦେହ ।

ଆରପିଏଫ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ନେଇଛି ଚିକିତ୍ସାଳୟ । ଶିଶୁ ପୁତ୍ରକୁ କିଏ ଟ୍ରେନରେ ରଖିଲା ସେନେଇ ତଦନ୍ତ ଆରମ୍ଭ କରିଛି ଆରପିଏଫ ।

nis-ad
Leave A Reply

Your email address will not be published.