କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଲା ମୋ ବସ

ଭୁବନେଶ୍ୱର: ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ। ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡିର ପଛ ପଟ ଭାଙ୍ଗି ଯାଇଛି ବୋଲି ଜଣାପଡ଼ିଛି।

ଏଥିରେ କାହାର କୌଣସି କ୍ଷତି ଘଟି ନାହିଁ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୋ ବସ ଡ୍ରାଇଭରକୁ ଅଟକ ରଖିଛି।

nis-ad
Leave A Reply

Your email address will not be published.