ଏକାମ୍ର କଲେଜ୍‌ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଏକାମ୍ର କଲେଜ୍‌ ଛାତ୍ରଙ୍କ ଆତ୍ମହତ୍ୟା । ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଅତୁଲ ସିଆ ଆତ୍ମହତ୍ୟା କରିଛନ୍ତି । ସେ ଯୁକ୍ତ ତିନି ତୃତୀୟ ବର୍ଷର ବାଣିଜ୍ୟ ଛାତ୍ର । ସେ ଘରେ ଶାଢ଼ୀରେ ଆତ୍ମହତ୍ୟା କରିଛନ୍ତି ।

ଦୀର୍ଘଦିନ ହେଲା ଟ୍ରାଫିକ ଭଲ୍ୟୁଣ୍ଟର ଭାବେ କାର୍ଯ୍ୟ କରି ଆସୁଥିଲେ । ନିକଟରେ ସେ କନେଷ୍ଟବଳ ପରୀକ୍ଷା ଦେଇଥିଲେ । ହତ୍ୟାର କାରଣ ଜଣାପଡିନଥିବାବେଳେ ତଦନ୍ତ କରୁଛି ଲିଙ୍ଗରାଜ ଥାନା ପୋଲିସ।

nis-ad
Leave A Reply

Your email address will not be published.