ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ, STF ଚଢ଼ାଉ ୧୦ ହାଇୱା ଜବତ

ଦେବଗଡ଼:  ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ । ବାରକୋଟ ଥାନା ଅନ୍ତର୍ଗତ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ ଏସଟିଏଫର ରାତିଅଧିଆ ଚଢ଼ାଉ । ସିଂଶାଲରୁ ୭ ଓ ସିଙ୍ଗୁରିରୁ ୩ଟି ମୋଟ ୧୦ ହାଇୱା ଜବତ କରି ଅଟକ ରଖିଛି ।

ଏନେଇ ଏସଟିଏଫରେ ତଦନ୍ତ ଜାରି ରହିଛି। ବାଲି ଟ୍ରକ ଧକ୍କାରେ କ୍ରାଇମ ବ୍ରାଞ୍ଚ ଏସଟିଏଫର ଗାଡି ଭାଙ୍ଗିଥିବା ସୂଚନା ମିଳିଛି । ବାରକୋଟ ଥାନାରେ ତହସିଲଦାର ତାପସ ଭୋଇଙ୍କ ଯାଞ୍ଚ ଜାରି ।

nis-ad
Leave A Reply

Your email address will not be published.