ପଣା ସଂକ୍ରାନ୍ତି , ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ପାଳିତ

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଵିଭିନ ସ୍ଥାନରେ ଆଜି ପବିତ୍ର ପଣା ସଂକ୍ରାନ୍ତି, ପାଳିତ ହୋଇଯାଇଛି | ସେହିପରି ଆଜି ଏହି ଦିନଟି ଓଡ଼ିଆ ନବବର୍ଷ ରୂପେ ମଧ୍ୟ୍ୟ ପାଳନ କରାଯାଉଛି | ଟିକିରି ସ୍ଥିତ ଉଷାପଡା ତାରିଣୀ ମନ୍ଦିର ରେ ଯାତ୍ରାଆରମ୍ଭ ହୋଇଛି । ଆଜି ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଇ ହନୁମାନ ମନ୍ଦିର ମାନଙ୍କରେ ମହିଳା ଓ ପୁରୁଷ ଭକ୍ତମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି | ସେହି ପରି ଟିକିରି ଯୁଵକ ସଘ ପକ୍ଷରୁ ଟିକିରି ଜଗନ୍ନାଥମନ୍ଦିର ନିକଟେର ପଣା ବଟା ଯାଇଛି।ଟିକିରି ହନୁମାନ ମନ୍ଦିର ରେ ମୈତ୍ରୀ ଇନ୍ଫ୍ରା କମ୍ପାନି ତରଫରୁ ଅର୍ନ୍ନ ପ୍ରଷାଦ ବଣ୍ଟନ କରାଯାଇଥିଲା।

nis-ad
Leave A Reply

Your email address will not be published.