ବେକରେ ରସି ଲଗାଇ ଝୁଲିପଡିଲେ ପୋଲିସ୍ କନେଷ୍ଟବଳ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି -୪୨ ଗାଁ ରେ ଜଣେ ପୋଲିସ୍ କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ସୁଶାନ୍ତ ହାଲଦାର୍ ସେ ପୋଲିସ ROରେ କାର୍ଯ୍ୟରତ ଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଥାନା ଅଧିକାରୀ ରିଗାନ୍ କିଣ୍ଡୋ।

nis-ad
Leave A Reply

Your email address will not be published.