ସରକାର ଡାହାଣୀ ଗୁଣିଆ କାହାଣୀ କହୁଛନ୍ତି: ଜୟନାରାୟଣ

ଭୁବନେଶ୍ୱର: କୋର୍ଟଙ୍କ ରାୟ ନେଇ ବିରୋଧି ଦଳ ନେତା ଜୟନାରାୟଣ ମନ୍ତବ୍ୟ ଦେଇଛନ୍ତି । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି । ସରକାରଙ୍କ ଦ୍ୱାରା ଘଟଣା ପୂରା ଡାହାଣୀ ଗୁଣିଆ କହାଣୀ ଲାଗୁଛି । ଷଡଯନ୍ତ୍ର ଥିବା ମୂଳରୁ କହିଛୁ, କୋର୍ଟ ରାୟ ପୂରା ସ୍ପଷ୍ଟହେଲା ।

ତେଣୁ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ପାରିବ ନାହିଁ, ସିବିଆଇକୁ ଦିଆଯାଉ । କୋର୍ଟଙ୍କ ରାୟ ପରେ ଓଡିଶା ପୋଲିସ ଆଉ ତଦନ୍ତ କରିବାର ଯଥାର୍ଥତା ନାହିଁ ।

nis-ad
Leave A Reply

Your email address will not be published.