କବା଼ଡି ଗୋଦାମରେ ଭୟଙ୍କର ନିଆଁ, ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି ଦମକଳ ବାହିନୀ…

ଖୋର୍ଦ୍ଧା: କବା଼ଡି ଗୋଦାମରେ ଭୟଙ୍କର ନିଆଁ। ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ ନିକଟରେ ଥିବା କବାଡ଼ି ଗୋଦାମରେ ନିଆଁ ଲାଗିଛି । ଭୟାବହ ନିଆଁରେ କବାଡ଼ି ଗୋଦାମରେ ଥିବା ବହୁ ସାମଗ୍ରୀ ଜଳିଯାଇଛି।

ପ୍ରବଳ ନିଆଁରେ ଚାରିଆଡ଼ ଧୂଆଁମୟ ହୋଇଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ପାଖରେ ଜଙ୍ଗଲ ଥିବାରୁ ନିଆଁ ବ୍ୟାପିବା ଆଶଙ୍କା ବଢିଛି।

nis-ad
Leave A Reply

Your email address will not be published.