ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଡିଜିଙ୍କ କ୍ୟାମ୍ପ ଅଫିସରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଆଇନଶୃଙ୍ଖଳା ADG ଆର.କେ ଶର୍ମା, ଗୁଇନ୍ଦାବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି । ଗତକାଲି ବିଜେପି ଆନ୍ଦୋଳନ ଘଟଣା ଓ ନବ ଦାସ ହତ୍ୟା ମାମଲ ତଦନ୍ତ ଅଗ୍ରଗତି ନେଇ ଚାଲିଛି ଆଲୋଚନା ।

nis-ad
Leave A Reply

Your email address will not be published.