ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ହେଡ୍‌ କନେଷ୍ଟବଳ ମୃତ

ମାଲକାନଗିରି:  IED ବିସ୍ଫୋରଣରେ ହେଡ୍‌ କନେଷ୍ଟବଳ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ସହିଦ । ୧୬୦ ବାଟାଲିୟନ ହେଡ୍‌ କନଷ୍ଟେବଳ ସଞ୍ଜୟ ଲକଡା ଶହୀଦ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି ନାରାୟଣପୁର ପୋଲିସ |

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଓରଛା ଜଙ୍ଗଲରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ। ଜାଣେ ଯବାନ ଶହୀଦ। 160ବାଟାଲିୟନ ହେଡ୍ କନଷ୍ଟେବଳ ସଞ୍ଜୟ ଲକଡା ଶହୀଦ। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ କୁ ଜୋରଦାର କରିଛି ନାରାୟଣପୁର ପୋଲିସ ।

nis-ad
Leave A Reply

Your email address will not be published.