ରାଜଧାନୀରେ ଟ୍ରାଭେଲ ଏଜେନସି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ…

ଭୁବନେଶ୍ୱର: ଭୁବନେଶ୍ୱର OUAT ଛକରେ ମୁଖା ପିନ୍ଧା ଦୁର୍ବୁତ୍ତଙ୍କ ଆତଙ୍କ । ଟ୍ରାଭେଲ ଏଜେନସି ଭିତରେ ପଶି ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ।

ଗୁରୁତର ଅବସ୍ଥାରେ ଟ୍ରାଭେଲ ଏଜେନ୍ସି ମାଲିକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଆଖପାଖରେ ଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।

nis-ad
Leave A Reply

Your email address will not be published.