ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ କୋର୍ଟ ପରିସରରେ ପ୍ରଥମ ଲୋକ ଅଦାଲତ…

ବ୍ରହ୍ମପୁର : ଜାତୀୟ ଆଇନ ସେବା ପ୍ରାଧିକରଣ ର ନିର୍ଦେଶ କ୍ରମେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ଆଜି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଙ୍କ ଅତିରିକ୍ତ ଦାୟିତ୍ୱ ରେ ଥିବା ପ୍ରଥମ ଏ ଡି ଜେ ସଂଘମିତ୍ରା ଶର୍ମାଙ୍କ ତତ୍ୱବାଧାନରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଥିଲା । ଏହି ଲୋକ ଅଦାଲତରେ ୧୬୪୫ଗୋଟି ମାମଲାର ଶୁଣାଣି ହୋଇଥିବା ବେଳେ 8 କୋଟି17 ଲକ୍ଷ2ହଜାର786 ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦେଶ କରାଯାଇଛି ।

ଉକ୍ତ ଲୋକ ଅଦାତାଳ ରେ ତିନୋଟି ବେଞ୍ଚ ମାଧ୍ୟମରେ ମାମଲା ଗୁଡିକର ହେଲା ଶୁଣାଣି।ଏହି ଅଦାଲତରେ 98ଟି ମଟର ଯାନ ଦୁର୍ଘଟଣା ଜନିତ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସାମଧାନ କରି କ୍ଷତି ପୁରାଣ ବାବଦକୁ ବୀମା କମ୍ପାନୀ ଗୁଡିକୁ ମୋଟ5କୋଇ10 ଲକ୍ଷ 87 ହଁଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।34 ଟି ଚେକ ବାଉଁସ 69 ଲକ୍ଷ 16 ହଜାର995 ଟଙ୍କା ପୁନଃଉଧାର ହୋଇଥିଲା।72 ଗୋଟି ପାରିବାରିକ ମାମ୍ଲାର ଆପୋଷ ବୁଝାବଣା ହୋଇଥିବା ବେଳେ 759ଟି ଫୌଜଦାରୀ ମାମଲା ର ସମାଧାନ ହୋଇଯାଇଛି। ଦ୍ୱିତୀୟ ଏମ ଏ ସିଟି ଜର୍ଜ ରାମ ଶଙ୍କର ହୋତା, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ସଂଘମିତ୍ରା ଶର୍ମା, ଦିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ଡ଼ ଇନ୍ଦୁ ଶର୍ମା ମଟର ଦୁର୍ଘଟଣା ର ଶୁଣାଣି କରିଥିଲା।ରେଜିଷ୍ତ୍ରାର ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତି ରେ ରାଷ୍ଟ୍ରୀୟ ଲୋକ ଅଦାଳତ ଜିଲ୍ଲା କୋର୍ଟ ସମେତ ଗଞ୍ଜାମ ର ଅନ୍ୟନ୍ୟ କୋର୍ଟରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆଇନ ସେବା ସଚିବ କୋଇଲାସ ସାହୁ ଲୋକ ଅଦାତାଳ ଜୁ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.