ଅରୁନ୍ଧତୀ ଜୁଏଲର୍ସରୁ ସୁନା ଗହଣା ଗାଏବ ଘଟଣା, ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ…

ବ୍ରହ୍ମପୁର : ବଡ଼ ବଜାରଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଥିବା ଅଭିଯୋଗ ଘଟଣାରେ ଅଭିଯୁକ୍ତ ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ । ସେହେଲେ ବ୍ରଜନଗରର ୩ୟ ଲାଇନର ତଥା ଉକ୍ତ ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ପାତ୍ର । ଅଭିଯୁକ୍ତ ସୀମାଞ୍ଚଳଙ୍କ ନିକଟରୁ ପୁଲିସ ୫୨୩.୨୩୦ଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରିଥିବା ନେଇ ବ୍ରହ୍ମପୁର ଏସପି ଡ଼ା.ସର୍ବଣା ବିବେକ ଏମ ଏକ ପ୍ରେସ ବିବୃତ୍ତି ମାଧ୍ୟରେ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.