ଚିଟଫଣ୍ଡ ଠକେଇ ମାମଲାରେ ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ୍‌

ବାଲେଶ୍ୱର: ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲ୍ ଦଣ୍ଡାଦେଶ । ରାଜ୍ ଗଡସନ୍ କମ୍ପାନୀ ଏମଡି ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଗରିମାନା ଦେବାକୁ ଦଣ୍ଡାଦେଶ । ଜେଲ୍‌, ଜରିମାନା ଦଣ୍ଡାଦେଶ କଲେ ବାଲେଶ୍ୱର ଓପିଆଇଡି କୋର୍ଟ । ୨୦୧୬ରେ କମ୍ପାନୀ ନାଁ ରେ ୩୮.୨୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରହିଥିବା ସୂଚନା ।

nis-ad
Leave A Reply

Your email address will not be published.