ପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର…

କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର ଙ୍କାଳ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରେ ନର କଙ୍କାଳ ଉଦ୍ଧାର କରାଯାଇଛି ।

ନର କଙ୍କାଳଟି ସମ୍ପୂର୍ଣ୍ଣ ଶରୀରର ହୋଇଥିବାରୁ ମୃତ ଦେହକୁ ବସ୍ତାରେ ଭର୍ତ୍ତି କରି ୩/୪ ମାସ ହେବା ଫୋପଡା ଯାଇଥିବା ଲୋକେ ସନ୍ଦେହ କରିଛନ୍ତି । ତେବେ    ଏହା ପୁରୁଷ କି ମହିଳା କଙ୍କାଳ ତାହା ଏବେ ଯାଏ ଜଣାପଡିନାହିଁ ।

nis-ad
Leave A Reply

Your email address will not be published.