ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ସାଲୁଜା…

ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କହିଲେ ସନ୍ତୋଷସିଂ ସାଲୁଜା । ଗୃହ ବିଭାଗର ଦାୟିତ୍ୱରେ ଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ କହିଲେ ସାଲୁଜା ।

ମନ୍ତ୍ରୀଙ୍କୁ ପୋଲି ମାରିଛି, ପୋଲି କିଭଳି ତଦନ୍ତ କରିବ ବୋଲି କହିଲେ ସାଲୁଜା । ମାମଲାର ବିଚାର ବିଭାଗୀୟ ତଦନ୍ତ ହେଉ ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଏହି ପଛରେ କିଛି ଷଡୟନ୍ତ୍ର ଥିବା ବି କହିଲେ ସାଲୁଜା ।

nis-ad
Leave A Reply

Your email address will not be published.