ଭୁବନେଶ୍ବର: ୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ୧୦ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଥିଲେ ବ୍ରଜ ପ୍ରଧାନ। ବେଆଇନ ଖଣି କାରବାର ନେଇ ED ଜେରା କରିଥିବା ଜଣାପଡ଼ିଛି। ଗତ ୨୦ତାରିଖରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ବ୍ରଜ ପ୍ରଧାନ।
Sign in
Sign in
Recover your password.
A password will be e-mailed to you.