ଗାଡିକୁ ପିଟିଲା ସ୍କର୍ପିଓ: ୨ ମୃତ , ୩ ଗୁରୁତର…

କଣ୍ଟାମଲ: ବୌଦ୍ଧ ବହିରା ଛକ ଠାରେ ସ୍କର୍ପିଓ ଓ ସିରିଜ୍‌ ଦୁର୍ଘଟଣା । ସ୍କର୍ପିଓ ଟି ବଲାଙ୍ଗୀରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା । ଘଟଣା ସ୍ଥଳରେ ୨ ମୃତ ୩ ଗୁରୁତର । ୫ ବାଇକ୍‌ କୁ ପିଟି ହୋଟେଲ ଭିତରକୁ ପଶିଗଲା ଗାଡ଼ି । ବାଇକ୍‌ ଆରୋହୀ ଆଇଁଲାପଳି PEO ଗୋବିନ୍ଦ ସାହୁ ମୃତ ।

ଅନ୍ଯ ଜଣେ ହୋଟେଲରେ ଛିଡା ହୋଇଥିବା ବ୍ଯକ୍ତିଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଟାୟାର ଜାଳି ୫୭ ନଂ NH ଅବରୋଧ କରିଥିଲେ।

nis-ad
Leave A Reply

Your email address will not be published.