ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀଙ୍କ ସୁଇସାଇଡ ନୋଟ ଜବତ

ସମ୍ବଲପୁର : ୮୬ ବର୍ଷ ବୟସରେ ଡାକ୍ତରଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଛନ୍ତି ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ୍‌ ।

ସୁଇସାଇଡ ନୋଟରେ ଲେଖାଯାଇଛି ‘କ୍ଷମା କରିଦେବ’। ଯତୀନ୍ଦ୍ରଙ୍କ ପୁଅ ବାହାରେ ରହୁଥିବାରୁ ଆଜି ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

nis-ad
Leave A Reply

Your email address will not be published.