କୁଆଖାଇ ନଦୀ ପଠାରୁ ଅଜଣା ମୃତଦେହ ଉଦ୍ଧାର…

ଭୁବନେଶ୍ୱର: କୁଆଖାଇ ନଦୀ ପଠାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ମଞ୍ଚେଶ୍ବର ଥାନା ବରିମୁଣ୍ଡ ନିକଟ କୁଆଖାଇରୁ ମିଳିଲା ଯୁବକଙ୍କ ମୃତଦେହ । ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହର ପରିଚୟ ମିଳିନି ।

ମଞ୍ଚେଶ୍ୱର ଥାନା ପୋଲିସ ଅଧିକ ତଦନ୍ତ ଚଳାଇଛି । ବରିମୁଣ୍ଡ ଗାଁ ନିକଟ ନଦୀ ପଠାରୁ ମୃତଦେହ ଉଦ୍ଧାର । ପାଣିରେ ବୁଡି ମୃତୁ ହୋଇଛି ନାଁ କିଏ ହତ୍ୟା କରି ଫିଙ୍ଗି ଦେଇଛି ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

nis-ad
Leave A Reply

Your email address will not be published.