ସୁସ୍ଥ ହେଉଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ, ଏମ୍ସକୁ ସ୍ଥାନାନ୍ତର…

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏବେ ବାଲେଶ୍ୱର ଫକୀର ମୋହମ ମେଡିକାଲର ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ଛାତିରେ ସଂକ୍ରମଣ ଯୋଗଁ ଗତକାଲି ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସଂଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ପ୍ରତାପ ଷଡ଼ଙ୍ଗୀ । ଗତ ୨୮ତାରିଖରେ ଅସୁସ୍ଥତା ଅନୁଭବ କରିଥିଲେ ପ୍ରତାପ ଷଡଙ୍ଗୀ । ପରେ ଡାକ୍ତରଖାନା ଆସି ଡାକ୍ତରଙ୍କ ପରାମର୍ଶ ସହ ଛାତି ଓ ଗଳାରେ ସଂକ୍ରମଣର ଚିକିତ୍ସା ହୋଇ ଘରକୁ ଫେରିଥିଲେ ।

nis-ad
Leave A Reply

Your email address will not be published.