ମାଲକାନଗିରି : ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ଦୀର୍ଘ ବର୍ଷ ଧରି ସମାଜସେବା ସହ ସାମ୍ବାଦିକତା କରି ଜଣେ ୩୯ ବର୍ଷର ବ୍ୟକ୍ତି କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଦିନ କାଟୁଛନ୍ତି | ଖିରୋଦ ବେହେରା ନାମକ ଏହି ଅଳ୍ପ ବୟସର ସାମ୍ବାଦିକ ଜଣକ ସ୍ୱାଭିମାନ ଅଂଚଳର ପ୍ରତି ଗ୍ରାମେ ଗ୍ରାମେ ପରିଚିତା ସ୍ୱାଭିମାନ ଅଂଚଳର ବିଭିନ୍ନ ସମସ୍ୟା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବା ସହ ସେହି ସବୁ ଅଂଚଳରେ ଝରଣା ପାଣିକୁ ଅଟକାଇ କିପରି ଜଳ ସଂର କ୍ଷଣସହ ବିଭିନ୍ନ ଚାଷ କରା ଯାଇ ପାରିବ ସେ ସମ୍ବନ୍ଧରେ ଅଂଚଳବାସୀଙ୍କୁ ସଚେତନ କରାଉଥିଲୋ ଦୁଃଖର ବିଷୟ ଶ୍ରୀ ବେହେରା ପେଟ ଯନ୍ତ୍ରଣା ଯୋଗୁଁ ଦୀର୍ଘ ଛଅମାସ ପୂର୍ୱରୁ ଭୁବ ନେଶ୍ୱର ଏଇମସ୍ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ତାଙ୍କର ବାମପାଶ୍ୱର୍ କିଡ୍ନୀ ସମ୍ପୂର୍ଣ ଖରାପ ହୋଇ ଯାଇଥଇବା ବେଲେ ଡାହାଣ ପାଖ କିଡ୍ନୀ ଉପରେ ଏହାର ପ୍ରଭାବ ଧିରେ ଧିରେ ପଡୁଥିବା ଡାକ୍ତରମାନେ ସୁଚନା ଦେଇଥଇଲୋ ତେଣୁ ଏହାର ପ୍ରତିକାର ନିମନ୍ତେ କିଡ୍ନୀ ବଦଳାଇବା ଏକମାତ୍ର ମାର୍ଗ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତିା ତେବେ କିଡ୍ନୀ ବଦଳାଇବା ନିମନ୍ତେ ପ୍ରଚୁର ଅର୍ଥର ଆବଶ୍ୟକତା ପଡୁଛି, ଯାହାକି ଶ୍ରୀ ବେହେରାଙ୍କ ଦ୍ୱାରା ସମ୍ଭବପର ନୁହୋଁ ଶ୍ରୀ ବେହେରାଙ୍କ ପରିବାରଙ୍କୁ ସରକାର ଆର୍ଥିକ ସାହା ଯ୍ୟ ଯୋଗାଇବା ପାଇଁ ପରିବାର ବର୍ଗ ଅନୁରୋଧ କରିଛନ୍ତିା କୌøାଣସି ପୁଣ୍ୟାତ୍ମା ଶ୍ରୀ ବେହେରାଙ୍କୁ ଏହି ସଂକଟରୁ ବଂଚାଇବା ପାଇଁ ଆର୍ଥିକ ସାହା ଯ୍ୟ କିମ୍ବା କିଡ୍ନୀ ଦାନ କରିବାକୁ ତାଙ୍କ ସହ ଧର୍ମିଣୀ ନିବେଦନ କରିଛନ୍ତିା ଇଛୁକ ବ୍ୟକ୍ତି ମାନେ ୮୪୫୮୦୩୫୦୩୪, ୮୪୫୮୦୨୫୬୫୮ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତିା
Sign in
Sign in
Recover your password.
A password will be e-mailed to you.