କୁଆଖାଇ ନଦୀରେ ଭାସୁଛି ଗଳିତ ମୃତଦେହ…

ଭୁବନେଶ୍ୱର: କୁଆଖାଇ ନଦୀରେ ଭାସୁଛି ଗଳିତ ମୃତଦେହ । ମୃତକ ହେଲେ ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାର ତୋଫାନ ସାମଲ । ଗତ ୪ଦିନ ହେଲା ସେ ନିଖୋଜ ଥିଲେ ।

ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୂର୍ବଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି କମିଶନରେଟ ପୋଲିସ।

nis-ad
Leave A Reply

Your email address will not be published.