ପୋକଲିନ୍ ମେସିନରୁ ପଡି ଶ୍ରମିକଙ୍କ ମୃତ୍ୟୁ

ଖୋର୍ଦ୍ଧା,  ୪/୧୨: ଖୋର୍ଦ୍ଧା ନିକଟସ୍ଥ ତାପଙ୍ଗ ହାତୀଆ ମୁଣ୍ଡିଆରେ ପୋକଲିନ୍ ମେସିନରେ ପାହାଡ ଖେଳା ଚାଲିଥିଲା । ଏହି ସମୟରେ ଅପରେଟର ପୋକ୍‌ଲିନ୍ ମେସିନରୁ ପଡି ଯାଇଥିିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ମଳିପଡା ଗ୍ରାମର ଦିଲ୍ଲୀପ କଳସ ବୋଲି ଜଣାପଡ଼ିଛିି । ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିଯାଇଛି ।

nis-ad
Leave A Reply

Your email address will not be published.