ଚାକିରି ପାଇଁ ଅଭିନବ ପ୍ରତିବାଦ: ବିଧାନସଭା ଆଗରେ କାନ ଧରି ଆଣ୍ଠେଇଲେ ଶହ ଶହ ଯୁବକ

ଭୁବନେଶ୍ବର: ଚାକିରି ପାଇଁ ଅଭିନବ ପ୍ରତିବାଦ। କାନ ଧରି ଆଣ୍ଠେଇ ବିଧାନସଭା ଆଗରେ ପ୍ରତିବାଦ। ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ପ୍ରତିବାଦ କରିଛନ୍ତି। ମୃତକଙ୍କ ସ୍ଥାନରେ ଚାକିରିରେ ଥଇଥାନ ଦାବିରେ ଆନ୍ଦୋଳନ କରିଛନ୍ତି।

ଓଡ଼ିଶା ବେସାମପରିକ ସେବା- ପୁନଃ ଥଇଥାନ ସହାୟତା ନିୟମାବଳୀକୁ ବନ୍ଦ କରି ପୁରଣା ନିୟମରେ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ପୁନଃ ଥଇଥାନ ସହାୟତା ଆଶାୟୀ। ୧୦ ପ୍ରତିଶତ ସଂରକ୍ଷଣ ବଦଳରେ ୫୦ ପ୍ରତିଶତ ସଂରକ୍ଷଣରେ ସମସ୍ତ ଆବେଦନକାରୀଙ୍କୁ ନିଯୁକ୍ତି ଦାବି କରିଛନ୍ତି।

nis-ad
Leave A Reply

Your email address will not be published.