ରାଗିଂ ଅଭିଯୋଗରେ ୭୦ ଛାତ୍ରଙ୍କୁ ହଜାରେ ଲେଖାଏଁ ଜରିମାନା

୫ମ ସେମିଷ୍ଟାର୍ ପାଇଁ ଲାଇବ୍ରେରୀରୁ ବହି ନେବା ମନା

କେନ୍ଦୁଝର: ରାଗିଂ ଅଭିଯୋଗରେ ୭୦ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା । ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟର ଗନ୍ଧମାର୍ଦ୍ଦନ ଛାତ୍ରାବାସରେ ଥିବା ୩ୟ ବର୍ଷର ୭୦ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜୋରିମାନା ସହ, ୫ମ ସେମିଷ୍ଟାର୍ ପାଇଁ କୌଣସି ବହି କଲେଜ ଲାଇବ୍ରେରୀରୁ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଲେ OSME କର୍ତ୍ତୃପକ୍ଷ । ୨ୟ ବର୍ଷର ଛାତ୍ରଙ୍କୁ ୩ୟ ବର୍ଷର ଛାତ୍ରମାନେ ରାଗିଂ କରିଥିବା ୫ ଜଣ ଛାତ୍ର ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିବା ପରେ ନିଆଗଲା ପଦକ୍ଷେପ ।

nis-ad
Leave A Reply

Your email address will not be published.