ବାଲିଯାତ୍ରା ହେଲା ଶେଷ ଯାତ୍ରା, ସଡ଼କ ଦୁର୍ଘଟଣାରେ ଚାଲିଗଲେ ୨ସାଙ୍ଗ

ମହାକାଳପଡା ୧୨/୧୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ।  ପାରାଦୀପରୁ ବାଲିଯାତ୍ରା ଦେଖି ଫେରୁଥିବା ବେଳେ ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।

ମୃତ ଯୁବକ ଦୁଇଜଣ ହେଲେ ଚତୁର୍ଭୁଜ ଦାସ ଏବଂ ମହେନ୍ଦ୍ର ଶତପଥୀ ଦୁଇ ଯୁବକଙ୍କ ଘର କରଂଜ ଗ୍ରାମରେ । ବିଳମ୍ବିତ ରାତିରେ ମୃତ ଯୁବକ ଦୁଇଜଣଙ୍କୁ ପୋଲିସ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।

nis-ad
Leave A Reply

Your email address will not be published.